Latest Odisha News

BREAKING NEWS

ମୋତେ ସମ୍ପତ୍ତି, ପ୍ରସିଦ୍ଧି ଏବଂ ସମ୍ମାନ ମିଳିଛି: ଟ୍ରୋଲିଂକୁ ନେଇ କଙ୍ଗନାଙ୍କ ନୂଆ ବୟାନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ଏବେ ସେ ଅଧିକ ଚର୍ଚ୍ଚାରେ ଅଛନ୍ତି। କେତେବେଳେ କଙ୍ଗନା ରଣାୱତ ଓ CJP ମଧ୍ୟରେ ବୟାନବାଜିକୁ ନେଇ ଟ୍ରୋଲିଂ ହେଉଛନ୍ତି ତ ଆଉ କେତେବେଳେ ଜେନ ଜିଙ୍କ ବିଷୟରେ କହି ଟ୍ରୋଲିଂର ଶିକାର…

୨୦୨୭ ଦିନିକିଆ ବିଶ୍ୱକପ୍: ୧୨ଟି ସହରର ନାମ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ: ଆଇସିସି ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ୧୨ଟି ଆୟୋଜକ ସହରର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଏହି ଟୁର୍ନାମେଣ୍ଟ ୨୦୨୭ ଅକ୍ଟୋବର ୪ ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାବ୍ୱେ ଏବଂ ନାମ୍ବିଆରେ ଖେଳାଯିବ । ଦୀର୍ଘ ୨୪ ବର୍ଷ ପରେ ପୁଣିଥରେ ଆଫ୍ରିକା…

ମୁଣ୍ଡଳୀରେ ବନ୍ୟା ସ୍ଥିତିର ସମୀକ୍ଷା: ‘ଆଗକୁ ନାହିଁ ବନ୍ୟା ବିପଦ’

କଟକ: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। କେବଳ ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ଥିବା ସେ କହିଛନ୍ତି। ତଥାପି ମୁଣ୍ଡଳୀଠାରେ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିବାବେଳେ ଆଗକୁ ପାଣି ପରିମାଣ କମିବ ବୋଲି ଜଳ ସମ୍ପଦ ବିଭାଗ…

Hunger Strike: ଭୁଲ ପାଠ୍ୟପୁସ୍ତକ ପ୍ରସଙ୍ଗ; ଅନଶନରେ ବସିଲା ଅଭିଭାବକ ମହାସଂଘ, ସମସ୍ତ ସଦସ୍ୟଙ୍କୁ ଯୋଗ ଦେବାକୁ…

ଭୁବନେଶ୍ୱର: ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଏବଂ ଶିକ୍ଷାର ଅଧିକାର (RTE) ଆଇନର ପରିସର ବୃଦ୍ଧି ଦାବିରେ ଆଜିଠାରୁ ଅନଶନ ଆରମ୍ଭ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂଗଠନ ସମସ୍ତ ସଦସ୍ୟ ଓ RTE ଅଭିଭାବକଙ୍କୁ ଆହ୍ୱାନ କରିଛି। ସଂଗଠନର ପ୍ରଥମ ଦାବି ହେଉଛି,…

ଭୁବନେଶ୍ୱରରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା, ୩ ଅଟକ

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ଗାୟତ୍ରୀ ବସ୍ତି ନିକଟରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନିକଟବର୍ତ୍ତୀ ଶିଶୁପାଳ ଅଞ୍ଚଳର ଜିତୁ କାଣ୍ଡି ନାମକ ବ୍ୟକ୍ତି ଗ୍ୟାରେଜ ଛକ ଅଞ୍ଚଳରେ ଏକ ପାନ…

ମହିଳା ଓ ନାବାଳିକା ଚାଲାଣ ରୋକିବ ‘ନୂତନ ସକାଳ’ ନୀତି

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିବଦ୍ଧ ଏବଂ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ସରକାର ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମହିଳା ଓ ନାବାଳିକା ଚାଲାଣ…

ଖଣିରେ ବିସ୍ଫୋରଣ, ୩୪ ମୃତ, ଫସିରହିଛନ୍ତି ଅନେକ..

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଏବେ ବି ଭିତରେ ଫସି ରହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଫସିଥିବା ଶ୍ରମିକଙ୍କ ଜୀବନ ବିପଦରେ ରହିଛି। ଆସୋସିଏଟେଡ୍ ପ୍ରେସ୍…

Rahul Gandhi To Press: ‘ଆପଣ ବିଜେପିର କି?’ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାହୁଲ…ମୁହଁ…

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିଲ୍ଲୀ ପୋଲିସର ଆହତ କର୍ମଚାରୀଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ଜଣକ ପୋଲିସ କର୍ମଚାରୀଙ୍କ ପରିବାର ପକ୍ଷରୁ କରାଯାଇଥିବା ପ୍ରେସ୍ କନଫରେନ୍ସ ସମ୍ପର୍କରେ ପ୍ରଶ୍ନ କରିବା ପରେ…

ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର; ଧବଳେଶ୍ବର ପୀଠକୁ ଯିବା ନେଇ ଲାଗିଲା କଟକଣା

କଟକ:ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଦୁର୍ଦ୍ଦଶା । ଉପରମୁଣ୍ଡରେ ବର୍ଷା ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେତୁ ମହାନଦୀରେ ଜଳପ୍ରବାହ ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ପୁଣି ଫେରୁଛି ବର୍ଷା! ୯ ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଗତକିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ। କାଁ ଭାଁ ବର୍ଷା ହୋଇପାରେ। ଗତ କିଛି ଦିନ ଧରି ହୋଇଥିବା ପ୍ରବଳ ବର୍ଷା କିଛି ସମୟ ପାଇଁ କମିଥିଲେ ମଧ୍ୟ ପୁଣିଥରେ ବର୍ଷା ବଢ଼ିବାର ସମ୍ଭାବନା ଦେଖାଦେଇଛି। ଅଗଷ୍ଟ ୨ ତାରିଖବେଳକୁ…