ୟୁଜର୍ସଙ୍କ ସମାଲୋଚନା ନେଇ ରାଗିଗଲେ ଆୟଶା, କହିଲେ ମୋତେ ମୋ ବାଟରେ ଛାଡି ଦିଅ
ମୁମ୍ବାଇ: ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ ଅଭିନେତ୍ରୀ ଆୟଶା ଟକିୟାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା । ତାଙ୍କ ଚେହେରାର ନାଟକୀୟ ପରିବର୍ତନ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ଏଥିନେଇ ୟୁଜର୍ସମାନେ ତାଙ୍କୁ ସମାଲୋଚନା କରି ବିଭିନ୍ନ ଟିପ୍ପଣୀ ଦେଇଥିଲେ ।…