Latest Odisha News

BREAKING NEWS

ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

RTO ବସନ୍ତ ମହାପାତ୍ର ଗିରଫ ଘଟଣା: ବାଜା ବଜାଇ ଖୁସିରେ ନାଚିଲେ ଡ୍ରାଇଭର

ବୌଦ୍ଧ: ଢୋଲ ବାଜୁଛି, ଗୀତ ବି ବାଜୁଛି । ଆଉ ସେହି ଗୀତର ତାଳେ ତାଳେ ନାଚ ବି ଚାଲିଛି । ଆପଣ ଭାବୁଛନ୍ତି କି ଏଠି କେଉଁ ବାହାଘର କି ଅନ୍ୟାନ୍ୟ କୌଣସି ସେଲିବ୍ରେଶନ ଚାଲିଛି ବୋଲି । ନାଇଁ ଆଜ୍ଞା ଏଠି କୌଣସି ବାହାଘର କି ଉତ୍ସବ ଚାଲିନି, ଏଠି RTO ଅଫିସରଙ୍କୁ ଭିଜିଲାନ୍ସ ଗିରଫ କରିବାରୁ…

ସହିପାରିଲେନି ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ, ଶେଷରେ କଲେ ଆତ୍ମହତ୍ୟା

ବଲାଙ୍ଗୀର: ବେଲପଡା ଥାନା କାନୁଟି ଗାଁରେ ଅଭାବନୀୟ ଘଟଣା । ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା । ପୋଡି ହୋଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୭ବର୍ଷ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ ହେଲେ…

ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ, ସମନ ଜାରି କଲା ଇଡି

ଭଦ୍ରକ: ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବାରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଇଡି ସମନ ଜାରି କରିଛି । ବିଧାୟକ ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ଇଡି ସମନ ପଠାଇଛି । ଡକ୍ୟମେଣ୍ଟ ସହ ହାଜର…

ଦିନେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ: ଆଜି ସେ ପଞ୍ଜାବର ସୁପରଷ୍ଟାର

ନୂଆଦିଲ୍ଲୀ: ବିନା ସଂଘର୍ଷରେ ଜୀବନରେ ସଫଳତା ମିଳେ ନାହିଁ । ଏଥିପାଇଁ ଆମ ଜୀବନରେ ଆସୁଥିବା ବିଭିନ୍ନ ଝଡ଼କୁ ମୁକାବିଲା କରି ଆଗକୁ ବଢ଼ିବାକୁ ହେବ । ଆମେ ଏପରି ଜଣେ ସେଲିବ୍ରେଟିଙ୍କ କଥା କହୁଛୁ, ସେ ସଫେଇ କର୍ମଚାରୀ ଠୁ ସୁରକ୍ଷାକର୍ମୀ ଭାବେ କାମ କରିଛନ୍ତି । ଆଜି ସେ ପଞ୍ଜାବର ସୁପରଷ୍ଟାର…

ଅଯୋଧ୍ୟା ରାମ ମନ୍ଦିରରେ ରାଗ ସେବା କରିବେ ବଲିଉଡ୍ କୁଇନ୍ ହେମା ମାଳିନୀ

ଅଯୋଧ୍ୟା: ଗତ କିଛିଦିନ ତଳେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରଣପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଯୋଗ ଦେଇଥିଲେ ଅନେକ ବଡିଉଡ୍ ତାରକା । ସେବେଠାରୁ ବି-ଟାଉନ୍ ର ତାରକାମାନେ କ୍ରମାଗତ ଭାବରେ ଅଯୋଧ୍ୟାକୁ ଯାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ନିକଟରେ ଅମିତାଭ ବଚ୍ଚନ ମଧ୍ୟ ଅଯୋଧ୍ୟାରେ ପହଞ୍ଚି…

ଜଙ୍ଗଲରେ ରହୁଥିବା ଏହି ପଶୁକୁ କରାଯାଏ ବେଶି ଚୋରାଚାଲାଣ, ଲକ୍ଷ ଲକ୍ଷ ଟଙ୍କାରେ ହୁଏ ବିକ୍ରି

ଭୁବନେଶ୍ଵର: ଦୁନିଆରେ ଏପରି ଅନେକ ପଶୁ ଅଛନ୍ତି ଯେଉଁମାନଙ୍କର ଚୋରା ଚାଲାଣ କରାଯାଏ । କିନ୍ତୁ ବଜ୍ରକାପ୍ତା ହେଉଛି ଏକ ଏପରି ପ୍ରାଣୀ ଯାହା ଚୀନ୍ ସମେତ ଅନ୍ୟ ଦେଶରେ ଏହାର ବହୁତ ଚାହିଦା ଥାଏ । କେବଳ ଏତିକି ନୁହେଁ, ସେମାନଙ୍କର ବିକ୍ରି ମଧ୍ୟ ଲକ୍ଷ ଲକ୍ଷ ଟଙ୍କାରେ ହୁଏ । ଇଣ୍ଟରନ୍ୟାସନାଲ…

ଦୁନିଆର ସବୁଠାରୁ ମହଙ୍ଗା ମସଲା, ପାଣିରେ ପଡୁ ପଡୁ ଛାଡେ ତାହାର ରଙ୍ଗ

ଭୁବନେଶ୍ଵର: ଭାରତ ମସଲାର ଦେଶ । ଏଠାରେ ଏପରି ମସଲା ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ସବୁଠାରୁ ବଡ କଥା ହେଉଛି ଏଠାରେ ମିଳୁଥିବା କିଛି ମସଲା ବହୁତ ମହଙ୍ଗା । ଆମେ କହୁଥିବା ମସଲାକୁ ‘ରେଡ୍ ଗୋଲ୍ଡ’ କୁହାଯାଏ । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରେ ଗଣାଯାଏ । ଏହି…

ଇଚ୍ଛାମୃତ୍ୟୁ: କନ୍ଦାଇଦେବ ଆପଣଙ୍କୁ ଏହି ଦମ୍ପତିଙ୍କ କାହାଣୀ

ନୂଆଦିଲ୍ଲୀ: ସେ ଦୁଇଜଣ ୯୩ ବର୍ଷର ଥିଲେ । ତାଙ୍କ ବିବାହକୁ ଇତି ମଧ୍ୟରେ ୭୦ ବର୍ଷ ବିତିଯାଇଥିଲା । ଯେତେବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ, ସେତେବେଳେ ବେଡ୍ ରେ ଶୋଇଥିବା ସେ ଦୁଇଜଣ ପରସ୍ପରର ହାତ ଜୋରସେ ଧରିନେଲେ । ଇଏ ହେଉଛନ୍ତି ଦୁନିଆର ପ୍ରଥମ ଦମ୍ପତି…

ଦର୍ଶକଙ୍କ ହୃଦୟ ଛୁଇଁ ପାରିଲା ନାହିଁ ’ଲାଲ ସଲାମ’; ଜାଣନ୍ତୁ କେତେ କରିଛି ରୋଜଗାର

ନୂଆଦିଲ୍ଲୀ: ଆଠ ବର୍ଷର ବିରତି ପରେ ପୁଣି ବି ଟାଉନକୁ କ୍ୟମବ୍ୟାକ୍ କରିଛନ୍ତି ଐାଶ୍ୱର୍ଯ୍ୟା ରଜନୀକାନ୍ତ। ସେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ’ଲାଲ ସଲାମ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ରିଲିଜ ହେବାର ୮ ଦିନ ବିତି ଯାଇଥିଲେ ମଧ୍ୟ ଦର୍ଶକଙ୍କ ହୃଦୟ ଛୁଇଁ ପାରି ନାହିଁ ।…