Latest Odisha News

BREAKING NEWS

୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ

ଭୁବନେଶ୍ଵର: ଆଜି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ସଦସ୍ୟ ନିଜ ନିଜ ପ୍ରଶ୍ନ ପଚାରୁଥିବାବେଳେ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ…

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ, ଶ୍ରୀମନ୍ଦିରରେ ମହାପ୍ରସାଦ ନେଇ ତେଜିଲା ବିବାଦ

ପୁରୀ: ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆଙ୍କ ଭାବାବେଗ ସହ ପୁଣି ଖେଳ ଖେଳିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ସରକାରଙ୍କ ଅର୍ପଣ ରଥରେ ସଂଗୃହିତ ଚାଉଳରେ ଉଷୁନା ଚାଉଳ ବାହାରିବାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏଭଳି ଅଭିଯୋଗ ଆଣିଛନ୍ତି ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ୟ ଦାମୋଦର…

ଓଡ଼ିଆ ଭାଷାରେ ବୈଷୟିକ ଜ୍ଞାନର ପ୍ରୟୋଗ ସମ୍ଭବ

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିବସରେ ଅତିବଡ଼ି ଜଗନ୍ନାଥ ଦାସ ପ୍ରକୋଷ୍ଠରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାବ ଆଧୁକାରୀଙ୍କ ଅଧକ୍ଷତାରେ "ବିଜ୍ଞାନର ଭାଷା ଭାବେ ଓଡ଼ିଆ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି…

ଉତ୍ତରାଖଣ୍ଡରେ ଐତିହାସିକ ୟୁସିସି ବିଲ୍ ଆଗତ, ବିଲ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ପାଇଁ ଆଜି ହେଉଛି ଏକ ବଡ ଦିନ । କାରଣ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଐତିହାସିକ ସମାନ ନାଗରିକ ସଂହିତା ବିଲ୍‌ । ବିଧାନସଭାରେ ବିଲ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସେପଟେ କିନ୍ତୁ ବିଲ୍ ଆଗତ ବେଳେ ଦେଖିବାକୁ ମିଳିଛି ବିରୋଧୀ କଂଗ୍ରେସ…

ଜାଭେଦ ମୋତେ ଯେତେ କଥା ଶୁଣାଉଛନ୍ତି, ପୁଅକୁ ମିର୍ଜାପୁର ନେଇ କାହିଁକି କହୁ ନ ଥିଲେ: ସନ୍ଦୀପ

ମୁମ୍ବାଇ: ଆନିମଲ ଫିଲ୍ମର ସଫଳତା ନେଇ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବେଶ ଚର୍ଚ୍ଚିତ ହୋଇ ଉଠିଛନ୍ତି । ଏହି ଫିଲ୍ମ ଯୋଗୁ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଏଥିନେଇ ତାଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ମଧ୍ୟ ପଡିଛି । ପ୍ରତିଷ୍ଠିତ ଗୀତିକାର…

ପୁରା ଜୀବନ ଏକାକୀ ବିତାଇଥିଲେ ଲତା, କାହିଁକି କରିନଥିଲେ ବିବାହ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ସ୍ଵର କୋକିଳା ଲତା ମଙ୍ଗେଶକର ହୁଏତ ଆଜି ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କର ସେହି ମନଛୁଆଁ ଗୀତ ପାଇଁ ସେ ଆଜି ବି କୋଟି କୋଟି ଲୋକଙ୍କ ହୃଦୟରେ ଜୀବିତ ଅଛନ୍ତି । ଆଜି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ | ୬ ଫେବୃଆରୀ ୨୦୨୨ ରେ, ଲତା ଦିଦି ଏହି ଦୁନିଆ ଛାଡି ସବୁଦିନ…

ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ସମୀକ୍ଷା କଲେ ରାୟଗଡା ଜିଲ୍ଲାପାଳ

ରାୟଗଡା: ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ଏବଂ ଉପଜିଲ୍ଲାପାଳ ସୁଶ୍ରୀ କିରଣଦୀପ କୌର ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନର ପୂର୍ବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ମହାଜନ ଗୁଣୁପୁର ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟ୍ରଙ୍ଗ ରୁମ ଏବଂ ଗାଡି…

ଘରେ ଲଗାନ୍ତୁ ହନୁମାନଙ୍କ ଏହି ଫଟୋ, ବଡ ରୁ ବଡ ସମସ୍ୟାର ବି ହେବ ସମାଧାନ

ଭୁବନେଶ୍ଵର: ବେଳେବେଳେ ଜୀବନରେ ଏତେ ବଡ଼ ସଙ୍କଟ ଆସିଥାଏ ଯେଉଁଥିରୁ ବାହାରିବା ବହୁତ କଷ୍ଟକର ମନେହୁଏ | ଏଭଳି ପରିସ୍ଥିତିରେ ଆପଣ ଭଗବାନ ହନୁମାନଙ୍କୁ ପୂର୍ଣ୍ଣ ଭକ୍ତିର ସହିତ ପୂଜା କରିବା ଉଚିତ୍ | ହନୁମାନ ତାଙ୍କର ଭକ୍ତମାନଙ୍କର ସମସ୍ତ ଅସୁବିଧା ଦୂର କରନ୍ତି | ଏହି କାରଣରୁ ତାଙ୍କୁ ସଙ୍କଟ…

ଆପ ନେତାଙ୍କ ବିରୋଧରେ ଇଡିର ବଡ ଆକ୍ସନ, ସାଂସଦ ଏନଡି ଗୁପ୍ତାଙ୍କ ସମେତ ୧୨ ନେତାଙ୍କ ଘରେ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀର ମନି ଲଣ୍ଡରିଂ ମାମଲାରେ ଆଜି ଆପର ୧୨ରୁ ଅଧିକ ନେତାଙ୍କ ଘରେ ସକାଳୁ ସକାଳୁ ଇଡି ରେଡ୍ ମାରିଛି । ଆପର ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ଏହା ବ୍ୟତୀତ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ ଘରେ ମଧ୍ୟ ଚଢାଉ…

ରାଜ୍ୟରେ କମୁଛି ଶୀତ ବଢୁଛି ଖରା, ଏଲନିନୋ ସକ୍ରିୟ ଯୋଗୁଁ ଅନୁଭୂତ ହେଉଛି ଗରମ

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ଲହରୀ କମିଛି । ହେଲେ ଜାରି ରହିଛି ଘନ କୁହୁଡି । ରାତି ୯ ରୁ ସକାଳ ୭ଟା ପର୍ଯ୍ୟନ୍ତ ଘନ କୁହୁଡି କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡି ଚାଳକ ମାନେ । ଫଳରେ ଅନେକ ସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବା ଖବର ମଧ୍ୟ ସାମ୍ନାକୁ…