Latest Odisha News

BREAKING NEWS

ରାଜଧାନୀର ଏକ ହୋଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ 

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଞ୍ଚଳରେ ଏକ ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ରାଜସ୍ଥାନର‌ କ୍ଷେତ୍ରୀର ମିହିର ସି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ମୃତକ ଜଣକ ନିଜକୁ ଅବସରପ୍ରାପ୍ତ ସେନା କର୍ମଚାରୀ ପରିଚୟ ଦେଇଥିଲେ। ସେ ଗତ ୨ରୁ…

ଶ୍ରୀମନ୍ଦିରରେ ନୀଳଚକ୍ର ବାନା ବିକ୍ରିକୁ ଦୁଇ ସେବାୟତ ହାତାହାତି

ପୁରୀ: ଶ୍ରୀମନ୍ଦିର ଭିତରେ ଅପରାହ୍ଣରେ ଦୁଇ ସେବାୟତଙ୍କ ଭିତରେ ମାରପିଟ ଘଟଣା ସାମ୍ନାକୁ ଆସିଛି । ନୀଳଚକ୍ର ବାନା ବିକ୍ରିକୁ ନେଇ ଏହି ମୁହାଁମୁହିଁ ପରିସ୍ଥିତି ଉପୁଜିଛିଛି। ମାରପିଟ ଘଟଣାରେ ଜଣେ ଚୁନେରା ସେବାୟତ ଓ ଆଉ ଜଣେ ଖୁଣ୍ଟିଆ ସେବାୟତ ଆହତ ହୋଇଛନ୍ତି। ମହାପ୍ରଭୁଙ୍କ ନୀଳଚକ୍ର…

ରାଜନୀତିରେ ପ୍ରବେଶ କରିବେ ଥାଲାପତି ବିଜୟ

ମାଡ୍ରାସ: ତାମିଲ ସୁପରଷ୍ଟାର ଥାଲାପତି ବିଜୟ ଫିଲ୍ମ ଦୁନିଆରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ସେ ରାଜନୀତିରେ ପ୍ରବେଶ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ବିଜୟ ଦୀର୍ଘ ଦିନ ହେବ ନିଜର ଏକ ପାର୍ଟି…

ଛତିଶଗଡ଼ ସୁକମାରେ ଏନକାଉଣ୍ଟର, ୩ ଯବାନ ଶହୀଦ 

ରାୟପୁର: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଥିବା ବେଳେ ୧୪ ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ସୁକମାର ତେକାଲଗୁଡେମରେ ଏକ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ଼

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତିଙ୍କୁ ଆକ୍ରମଣ। ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗରେ ମେଡିକାଲରେ କିଛି…

ଓମ୍ ଆକୃତିର ଏହି ମନ୍ଦିରରେ ରହିବ ଭଗବାନ ଶିବଙ୍କର ୧୦୦୮ ପ୍ରତିମୂର୍ତ୍ତି

ରାଜସ୍ଥାନ: ମନ୍ଦିରମାଳିନୀ ଆମ ଦେଶ ଭାରତ । ଏଠାରେ ସବୁ ଧର୍ମର ଲୋକ ବସବାସ କରୁଥିବାବେଳେ ଏଠାରେ ଦେଖିବାକୁ ମିଳେ ଅନେକ ମଠ, ମନ୍ଦିର । ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଲୋକ ବୁଲିବାକୁ ଆସନ୍ତି । ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି । ବଡ ସହର ତ ଛାଡ ଆମ…

ସୋସିଆଲ ମିଡିଆରେ ଅଧିକ ସମୟ ବିତାଇଥାନ୍ତି ଏହି ଦେଶର ଲୋକେ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ କିଏ ବା ବ୍ୟବହାର କରୁନି । ବର୍ତ୍ତମାନର ଯୁବପୀଢି ସୋସିଆଲ ମିଡିଆରେ ନିଜକୁ ଏପରି ଭାବରେ ବ୍ୟସ୍ତ ରଖୁଛନ୍ତି ଯେ ଯେପରିକି ସୋସିଆଲ ମିଡିଆ ବିନା ସେମାନଙ୍କର ବଞ୍ଚିବା ଅସମ୍ଭବ । ମଫସଲ ଗାଁ ଠୁ ଆରମ୍ଭ କରି ବଡ ବଡ ସହର ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ…

ବେଆଇନ ଗଞ୍ଜେଇ ବିକ୍ରିବେଳେ ଜଣେ ଗିରଫ

ଭୁବନେଶ୍ବର: ସର୍ବସାଧାରଣ ସ୍ଥାନରେ ବେଧଡକ ଭାବେ ଚାଲିଥିଲା ବେଆଇନ ଗଞ୍ଜେଇ ବିକ୍ରି । ଖବରପାଇ ମାଡି ବସିଲା ପୋଲିସ । ଏଭଳି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅଧୀନ ରୟାଲ କଲେଜ ୱାଟର ଟ୍ୟାଙ୍କ ନିକଟରେ । ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ଅଧୀନ…

ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, MoU ସ୍ଵାକ୍ଷରର ୭ବର୍ଷ ପରେ ବି ହୋଇପାରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଲୋକଙ୍କ ପାଇଁ ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ । ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ MoU ସ୍ଵାକ୍ଷରିତ ହେବାକୁ ଏହାରି ଭିତରେ ୭ବର୍ଷ ବିତିଗଲା କିନ୍ତୁ, ଏଥିପାଇଁ ଏଯାବତ୍ ହୋଇପାରୁନି ଜମି ଅଧିଗ୍ରହଣ । ଏହାକୁ ନଜରରେ ରଖି ଏବେ…

କେରଳରେ ବିଜେପି ନେତାଙ୍କୁ ହତ୍ୟା ମାମଲା; ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଥିରୁଅନନ୍ତପୁରମ୍: କେରଳର ବିଜେପି ନେତା ରଣଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ଆଜି ୧୫ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । କେରଳର ଏକ ସ୍ଥାନୀୟ କୋର୍ଟ ପିଏଫଆଇ ସହିତ ଜଡିତ ସମସ୍ତ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଡିସେମ୍ବର ୧୯ ତାରିଖ ୨୦୨୧ ମସିହାରେ ରଣଜିତ ଙ୍କୁ ଆଲାପୁଝା…