Latest Odisha News

BREAKING NEWS

’12th Fail’ ସିନେମାର ମୂଳ ହିରୋ ଆଇପିଏସ୍ ଅଫିସର ମନୋଜ ଶର୍ମାଙ୍କୁ ମିଳିଲା ମେଡାଲ

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଫେଲ୍' ବା 12th Fail ଫିଲ୍ମର କାହାଣୀ ଯେଉଁ ଆଇପିଏସ୍ ଅଫିସର ମନୋଜ କୁମାର ଶର୍ମାଙ୍କ କାହାଣୀକୁ ନେଇ ଗତିଶୀଳ ତାଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନିତ କରାଯାଇଛି। ଜାନୁଆରି ୨୫ ତାରିଖ ସନ୍ଧ୍ୟାରେ ଅର୍ଥାତ ୭୫ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଯେଉଁ ୩୭ ଜଣ…

ଭାରତ ବାହାରେ ପ୍ରଭୁ ରାମଙ୍କ ମହିମା, ଦେଶର ମୁଦ୍ରାର ନାମ ରାମ୍

ଭୁବନେଶ୍ୱର: ଏବେ ସୋଶାଆଲ ମିଡିଆରେ ଗୋଟିଏ ଚର୍ଚ୍ଚା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନେଇ । ରାମଲାଲା ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ବିରାଜିଛନ୍ତି ତାଙ୍କ ସ୍ଥାନକୁ। ଏହାକୁ ନେଇ ଅଯୋଧ୍ୟାରୁ ଆମେରିକା ସବୁଠି ରାମଲାଲାଙ୍କ ମହିମାକୁ ନେଇ ଚର୍ଚ୍ଚା ଚାଲିଛି। ତେଣୁ ଏହି ପ୍ରସଙ୍ଗ କେବଳ ଭାରତରେ…

ଏହି ଛତୁରୁ ମିଳେ ଆମିଷଠୁ ବି ଅଧିକ ପ୍ରୋଟିନ୍, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଓୟେଷ୍ଟର ମସରୁମରେ ଆମିଷ ଅପେକ୍ଷା ଅଧିକ ପ୍ରୋଟିନ ମିଳିଥାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୁର ଥିବା ସହ ଅନେକ ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଓୟେଷ୍ଟର ମସରୁମ୍ ର ରଙ୍ଗ ଏବଂ ଆକାର ସିପ୍ ପରି । ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର…

ଓଡ଼ିଶାର କୃଷ୍ଣଲୀଳା ଗାୟକ ଓ ଲୋକନୃତ୍ୟ ଶିଳ୍ପୀଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ୨୦୨୪ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ଜଣେ କୃଷ୍ଣଲୀଳା ଗାୟକ ଓ ଲୋକନୃତ୍ୟଶିଳ୍ପୀ। ଗୁରୁବାର ରାତିରେ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ୨୦୨୪ ପାଇଁ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କୁ ଘୋଷଣା କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପାଇଁ…

ମାକ୍ରୋନଙ୍କୁ ରାମ ମନ୍ଦିର ମଡେଲ ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୟୁପିଆଇ ଜରିଆରେ ଚା’ ପାଇଁ ଦେଲେ ଟଙ୍କା

ଜୟପୁର: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଚଳିତ ବର୍ଷ ସେ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାର ଗୋଟିଏ ଦିନ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଗୁରୁବାର ରାଜସ୍ଥାନର ଜୟପୁରରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମନ୍ଦିର ଜାଗାରେ ଛିଡା ହୋଇଛି ମସଜିଦ? ସର୍ଭେ ରିପୋର୍ଟ ପରେ ହିନ୍ଦୁ ପକ୍ଷର ଦାବି

ଲକ୍ଷ୍ନୌ: ବାରାଣାସୀର ଏକ ଅଦାଲତ ଗୁରୁବାର ଦିନ ଜ୍ଞାନବାପି ମସଜିଦ୍ ସର୍ଭେ ରିପୋର୍ଟ ଉଭୟ ପକ୍ଷଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଶୁକ୍ରବାର ୮୩୯ ପୃଷ୍ଠାର ଏହି ରିପୋର୍ଟ ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷ ଦେଇଛନ୍ତି। ସର୍ଭେ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ସତ୍ୟ…

ପରସ୍ପରକୁ ମୁହଁ ମୋଡିଲେଣି କି ନୀତୀଶ ଓ ଲାଲୁ? ଜୋରଧରିଲା ସୁଶାସନ ବାବୁଙ୍କ ଘର ବାହୁଡା ଚର୍ଚ୍ଚା

ନୂଆଦିଲ୍ଲୀ: ପାଟନାରୁ ଦିଲ୍ଲୀ ଗୋଟିଏ ଚର୍ଚ୍ଚା ସୁଶାସନ ବାବୁ ଅର୍ଥାତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ସହ ମେଣ୍ଚ କରିପାରନ୍ତି। ଆଉ ମହାମେଣ୍ଟକୁ ବାଏ ବାଏ କହିପାରନ୍ତି। ଆଉ ଏବେ ଦିଲ୍ଲୀରେ ବିଜେପି ନେତାଙ୍କ ବୈଠକ ଚାଲିଥିବା ବେଳେ ପାଟନାରେ ଆରଜେଡି ନେତ୍ରୀ ତଥା…

ଉଲ୍ଲେଖନୀୟ ସେବା ପାଇଁ ସିବିଆଇ-ଭୁବନେଶ୍ୱରର ସୁବ୍ରତ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସିବିଆଇର ଦୁର୍ନୀତି ନିବାରଣ ଶାଖାର ଷ୍ଟେନୋଗ୍ରାଫର ସୁବ୍ରତ ମହାନ୍ତିଙ୍କୁ ୭୪ତମ ସାଧାରଣତନ୍ତ୍ର ଦିବସରେ ସମ୍ମାନଜନକ ମେଡାଲ ଫର ମେରିଟିୟସ୍ ସର୍ଭିସ୍ ପୁରସ୍କାର ପ୍ରଦାନ କରାଯିବ। ପୋଲିସ ସେବାରେ ଅସାଧାରଣ ଅବଦାନ ପାଇଁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସ…

ପୋଷା କୁକୁର, ବିଲେଇ ପାଇଁ ମହିଳା ଛାଡିଲେ ୨.୮ ମିଲିୟନ ଡଲାର

ବେଜିଂ: ଅନେକ ଲୋକ ନିଜ ପୋଷା ପ୍ରାଣୀଙ୍କୁ ଜୀବନଠାରୁ ବେଶୀ ଭଲ ପାଇଥାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଚୀନର ଲିଉ । ଏହି ମହିଳା ଜଣଙ୍କ ତାଙ୍କ ପୋଷା କୁକୁର ଓ ବିଲେଇ ପାଇଁ ୨.୮ ମିଲିୟନ ଡଲାର ସମ୍ପତି ଛାଡି ଦେଇଛନ୍ତି । ଏପରିକି ସେ ତାଙ୍କ ପିଲାମାନଙ୍କ ପାଇଁ ମଧ୍ୟ କୌଣସି ସମ୍ପତି ଛାଡି…

ରାଜଧାନୀ ଜାତୀୟ ରାଜପଥ ପାର୍ଶ୍ୱରେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଏକ ବ୍ୟସ୍ତବହୁଳ ଛକ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ଣରେ ସହରର ରସୁଲଗଡ଼ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ବୁଦାରୁ ଏକ ଭର୍ତ୍ତି ଝୁଟ ବସ୍ତା ଦେଖିବାକୁ ପାଇଥିଲେ କିଛି ଲୋକ। ବ୍ୟାଗ୍…