Latest Odisha News

BREAKING NEWS

ଆସନ୍ତୁ ଜାଣିବା ଆଇପିଏଲ ଇତିହାସରେ କିଏ ହେଲେ ଅଧିକ ଆୟ କରିଥିବା ଖେଳାଳି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଇପିଏଲ ଇତିହାସର ସବୁଠାରୁ ଅଧିକ ଆୟ କରିଥିବା ଖେଳାଳି ହୋଇଛନ୍ତି । ତାଙ୍କ ଆୟ ବର୍ତମାନ ସୁଦ୍ଧା ୨୩୦ କୋଟି ପାର କରି ସାରିଛି । ଆଇପିଏଲ ୨୦୦୮ରେ ସେ ଏହି ଲିଗରେ ପ୍ରଥମ ଥର ପାଇଁ ଖେଳିଥିଲେ । ସେ ଏବେ ୧୯ତମ…

ବଙ୍ଗଳା ସରକାରଙ୍କ ବଡ଼ ଘୋଷଣା: ୨୦୨୧ ବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ ପରିବାରକୁ ମିଳିବ ସରକାରୀ ଚାକିରି

କୋଲକାତା: ପଶ୍ଚିମବଙ୍ଗରୁ ଆସିଛି ବଡ଼ ଖବର। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କରିଛନ୍ତି ବଡ଼ ଘୋଷଣା। ମଙ୍ଗଳବାର (୧୯ ମଇ, ୨୦୨୬) ୨୦୨୧ ବିଧାନସଭା ନିର୍ବାଚନ ପରେ ଘଟିଥିବା ହିଂସାରେ ମୃତକଙ୍କ ପରିବାରକୁ ଚାକିରି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୧ରେ ଟିଏମସିର…

Trouble for Bijay: ୧୦ ଦିନ ପୂରିନି…ଟଳମଳ ବିଜୟଙ୍କ ମୁଖ୍ୟମନ୍ତ୍ରୀ ଚୌକି?

ଥିରୁଅନନ୍ତପୁରମ୍: ସରକାର ଗଢିବାର ମାତ୍ର ୧୦ ଦିନ ଦୋହଲିଲାଣି ଚୌକି! ବିଜୟଙ୍କ ପିଛା ଛାଡୁନି ସମସ୍ୟା ସରକାର ଗଢିବା ପାଇଁ ସଂଘର୍ଷ, ଗଠନ ପରେ ବି ନାହିଁ ଶାନ୍ତି । ତାମିଲନାଡୁରେ ନୂତନ ସରକାର ଗଠନ ହେବାର ମାତ୍ର 10 ଦିନ ପରେ ଟଳମଳ ହେଲାଣି ମୁଖ୍ୟମନ୍ତ୍ରୀ ବିଜୟଙ୍କ ଚୌକି ।…

ULPGM-V3 missile: ସ୍ବଦେଶୀ ‘ULPGM-V3’ ମିସାଇଲର ଚୂଡ଼ାନ୍ତ ପରୀକ୍ଷଣ ସଫଳ; ଡ୍ରୋନରୁ ହେବ ଲଞ୍ଚ..…

ନୂଆଦିଲ୍ଲୀ:ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ ​​କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ଭାରତ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। DRDO ULPGM-V3 (Unmanned Aerial Vehicle Launched Precision Guided…

ରାଜଧାନୀରେ ବୁଲିଲା ବିଡିଏର ବୁଲଡୋଜର, କଳାରାହାଙ୍ଗରେ ବେଆଇନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ବିଡିଏର ବୁଲଡୋଜର। ପୁଣି ଆରମ୍ଭ ହେଲା ବେଆଇନ ଉଚ୍ଛେଦ ପ୍ରକ୍ରିୟା। ଭୁବନେଶ୍ୱର ପଟିଆ କଳାରାହାଙ୍ଗରେ ସରକାରୀ ଜମିରେ ଗଢି ଉଠିଥିବା ବେଆଇନ ଘର ଓ ଦୋକାନ ଉପରେ ଚାଲିଲା ବୁଲଡୋଜର। ସରକାରୀ ଜମିକୁ ଜବରଦଖଲ କରିଥିବା ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଘର ସମେତ କିଛି…

ହସ୍ପିଟାଲରେ ଭର୍ତ୍ତି ଅଛନ୍ତି କି ଅମିତାଭ ବଚ୍ଚନ? ସୋସିଆଲ ମିଡିଆରେ ବିଗ୍ ବିଙ୍କ ସିକ୍ରେଟ ପୋଷ୍ଟ ଭାଇରାଲ

ମୁମ୍ବାଇ: ମଙ୍ଗଳବାର ରାତିରେ ଅମିତାଭ ବଚ୍ଚନଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହି ଖବର ପ୍ରସାରିତ ହେବା ମାତ୍ରେ ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ହେଲେ ଏହି ସବୁ ଖବର ମିଥ୍ୟା ବୋଲି ପୁଣି ରିପୋର୍ଟ…

Medicine Stores To Remain Closed : ସକାଳୁ ଔଷଧ ଦୋକାନ ବନ୍ଦ; ଜାଣନ୍ତୁ କୋଉଠୁ କିଣିବେ ଜୀବନରକ୍ଷକ ଔଷଧ

ଭୁବନେଶ୍ୱର:ଆଜି ଦେଶବ୍ୟାପୀ ମେଡିସିନ ଦୋକାନ ବନ୍ଦ । ସାରା ଦେଶରେ ୨୪ ଘଣ୍ଟା ବନ୍ଦ ରହିବ ଔଷଧ ଦୋକାନ । ବିଭିନ୍ନ ଦାବିକୁ ନେଇ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ପକ୍ଷରୁ ଏହି ଦେଶବ୍ୟାପୀ ଧର୍ମଘଟ ଡାକରା । ଓଡ଼ିଶାରେ ମଧ୍ୟ ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ…

PM Modi In Italy: ପୁଣି ଭାଇରାଲ ମୋଦି-ମେଲୋନିଙ୍କ ସେଲଫି, ପ୍ରଥମ ଥର ସରକାରୀ ଗସ୍ତରେ ଇଟାଲୀରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ୫ ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି UAE, ନେଦରଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେ ଗସ୍ତ କରିବା ପରେ ଇଟାଲୀରେ ପହଞ୍ଚିଛନ୍ତି। ରୋମରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା, ଏବଂ ସେଠାରୁ ତାଙ୍କର ଫଟୋ ମଧ୍ୟ ସାମ୍ନାକୁ…

ଆଜିଠୁ ଆହୁରି ବଢ଼ିବ ତାତି, ସାରା ରାଜ୍ୟକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ତାତି। ସାଧାରଣ ଜୀବନ ଅସ୍ତବ୍ୟସ୍ତ। ଚଳିତ ସପ୍ତାହରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ନେଇ ଆକଳନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)। ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ତାତି। ତାପମାତ୍ରା ୨ରୁ ୩ ଡିଗ୍ରୀ…

Indian Diplomat Found Dead: ବାଂଲାଦେଶରେ ଭାରତୀୟ ଅଧିକାରୀଙ୍କ ମୃତ୍ୟୁ; ସନ୍ଦେହଜନକ ପରିସ୍ଥିତିରେ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:ବାଂଲାଦେଶରେ ଥିବା ଭାରତୀୟ ହାଇକମିଶନରେ ନିୟୋଜିତ ଜଣେ ପ୍ରୋଟୋକଲ ଅଧିକାରୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଚିଟାଗଙ୍ଗରେ ଥିବା ଭାରତୀୟ ହାଇକମିଶନ ପରିସରରୁ ଉଦ୍ଧାର କରାଯାଇଛି। ମୃତକ ଚିଟାଗଙ୍ଗରେ ଥିବା ଭାରତୀୟ ମିଶନରେ ସୁରକ୍ଷା ପ୍ରୋଟୋକଲ…