Latest Odisha News

BREAKING NEWS

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ସୋରେ: କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ସୋର ଷ୍ଟେସନ ନିକଟରେ ୨ଟି ବଗିରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ୟମ । ତେବେ ତାଳଚେରରୁ ଝାଡ଼ଖଣ୍ଡ ଯିବା ବେଳେ ଘଟିଛି ଏହି ଅଘଟଣ । ସୂଚନା ମୁତାବକ, ଆଜି ତାଳଚେରରୁ ଝାଡଖଣ୍ଡ ଯାଉଥିବା…

ଦିଗବିଜୟଙ୍କୁ ହରାଇବେ ବୋଲି ସଂକଳ୍ପ କରିଥିଲେ, ଏବେ ହେଲା ପୂରଣ

ରାଜଗଡ: ଲୋକସଭା ନିର୍ବାଚନ ୨୦୨୪ରେ ମଧ୍ୟପ୍ରଦେଶର ସମସ୍ତ ୨୯ସିଟ ବିଜେପି କବଜା କରିଛି । କଂଗ୍ରେସ ଏଠାରେ ବିଜୟ ହାସଲ କରିବା ପାଇଁ ସମସ୍ତ ରଣନୀତି ଆପଣାଇଥିଲା । ଏପରିକି ପୂର୍ବତନ ମୂଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ତାଙ୍କ ଦୁର୍ଗ ବିବେଚନା କରାଯାଉଥିବା ରାଜଗଡରେ ପ୍ରାର୍ଥୀ କରାଇଥିଲା ।…

ପୁଣି ବଡ ପରଦାରେ ଏକାଠି ନଜର ଆସିବେ କି ବାପ-ପୁଅ! ଅମିତାଭ ସେୟାର କଲେ ଫଟୋ

ମୁମ୍ବାଇ: ଦୀର୍ଘ ଦିନ ପରେ ପୁଣି ଥରେ ବଡପରଦାରେ ଧମାଲ କରିବେ କି ଅମିତାଭ-ଅଭିଷେକ । ପୂର୍ବରୁ ଉଭୟ ବାପ ପୁଅଙ୍କୁ ଅନେକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲେ ବି ଗତ କିଛି ଦିନ ହେବ ବଡ ପରଦାରେ ଉଭୟଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଅମିତାଭ ଏବଂ ଅଭିଷେକଙ୍କୁ ଅନ୍ୟାନ୍ୟ ଉତ୍ସବ ଯେପରିକି,…

ବାଘ ଆକ୍ରମଣରେ ୪ ଗୁରୁତର

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଆହତ ମହିଳା ଜଣଙ୍କ ହେଉଛନ୍ତି ସତ୍ୟଭାମା ନାୟକ…

ଏଥର ବିଧାୟକ ଗାଦିରେ ୧୦୭ କୋଟିପତି, ୨୨୭ କୋଟିର ମାଲିକ ସନାତନ

ଭୁବନେଶ୍ବର: ସରିଯାଇଛି ନିର୍ବାଚନ । ଭାଙ୍ଗିଯାଇଛି ପୁରୁଣା ସରକାର । ଇସ୍ତଫା ଦେଇସାରିଲେଣି ମୁଖ୍ୟମନ୍ତ୍ରୀ । ଚାଲିଛି କାମଚଳା ସରକାର କାଳ । ଆଉ ମାତ୍ର ଦିନଟିଏ । ପୁଣି ଗଢା ହେବ ନୂଆ ସରକାର । ୨୪ ବର୍ଷ ପରେ ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ପୁଣି ଗଢା ହେବ ନୂଆ…

ମୋ ବସକୁ ଧକ୍କା ଦେଲା ଟ୍ରକ :୧୬ ଜଣ ଆହତ

କଟକ: ମୋ ବସ୍‌'କୁ ପଛରୁ ଧକ୍କା ଦେଇଛି ଟ୍ରକ । ଏଥିରେ ୧୬ ଗୁରୁତର ଆହତ ହୋଇଛନ୍ତି  । କଟକ ପ୍ରତାପନଗରୀ ଠାରେ ଜାତୀୟରାଜପଥରେ ଏହି ଦୁର୍ଘଟଣା ହୋଇଛି। ଆହତ ହୋଇଥିବା ୧୬ ଜଣଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,  ମୋ ବସ୍ ଟି ପ୍ରତାପନଗରୀରେ ଯାତ୍ରୀଙ୍କୁ…

ଚାଷୀଙ୍କ ପାଇଁ ଖୁସି ଖବର: ସରକାରଙ୍କ ବଡ ନିଷ୍ପତି, ବଢିଲା କୃଷକ ସମ୍ମାନ ନିଧି ରାଶି

ଜୟପୁର: ଚାଷୀଙ୍କ ପାଇଁ ଖୁସି ଖବର । ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତି । ବଢିଲା କୃଷକ ସମ୍ମାନ ନିଧି ରାଶି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କିସାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ମିଳୁଥିବା ରାଶିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ…

ଅରୁଣ ହେବେ ଉତ୍ତରାଧିକାରୀ !

ଭୁବନେଶ୍ବର: ନବୀନଙ୍କ ଉତ୍ତରାଧିକାରୀ ହେବେ କି ପୁତୁରା ଅରୁଣ ପଟ୍ଟନାୟକ? ଅରୁଣ ଓଡିଶା ଆସିଥିବା ଚର୍ଚ୍ଚା ହେଉଛି। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଅରୁଣ ଓଡିଶା ଆସିଥିବା ଚର୍ଚ୍ଚାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୈତିକ ମାହୋଲ । ଶୁକ୍ରବାର ଅରୁଣ ପଟ୍ଟନାୟକ ଓଡିଶା ଆସିବା ନେଇ…

ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ପଦ୍ମ ଧରିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ଖୁବଶୀଘ୍ର ବିଧିବଦ୍ଧ ଭାବରେ ଯୋଗ ଦେବେ ପ୍ରସନ୍ନ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀଙ୍କ ଆଲୋଚନା ଚାଲିଛି । ଖୁବଶୀଘ୍ର ପାଟ୍ଟଶାଣୀ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନେଇ…

ପୁଣି ଚମକିବ ଶ୍ରୀମନ୍ଦିର: ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ଅନୁଧ୍ୟାନ ପରେ ଲାଗିଲା ଲାଇଟ୍

ପୁରୀ:ପୁରୀରେ ଲାଗିଲା ଲାଇଟ୍ । ପୁଣି ଚମକିବ ଶ୍ରୀମନ୍ଦିର । ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍ । ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏହାପରେ ଯେଉଁ ସଂସ୍ଥା ଲାଇଟ ଖୋଲି ନେଇଥିଲା ପୁଣି ସେହି ସଂସ୍ଥା କର୍ମଚାରୀ ଲାଇଟ୍ ଲଗାଉଛନ୍ତି…