Latest Odisha News

BREAKING NEWS

ଜୁନ୍ ୧୧ରୁ ୧୫ ପର୍ଯ୍ୟନ୍ତ ଏହି ରାଜ୍ୟରେ କଂଗ୍ରେସ କରିବ ଧନ୍ୟବାଦ ଯାତ୍ରା

ନୁଆଦିଲ୍ଲୀ: ଆସନ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ହୋଇଥିବା ଲୋକସଭା ନିର୍ବାଚନର ଫଳାଫଳରେ ଉତ୍ସାହିତ କଂଗ୍ରେସ ୧୧ ରୁ ୧୫ ଜୁନ୍ ପର୍ଯ୍ୟନ୍ତ ୟୁପିର ୪୦୩ ବିଧାନସଭା ଆସନରେ ଧନ୍ୟବାଦ ଅର୍ପଣ ଶୋଭାଯାତ୍ରା କରିବ। ଏହି ଯାତ୍ରା ଜରିଆରେ ଦଳ ଏ ସମସ୍ତ ବିଧାନସଭାର ଜନସାଧାରଣଙ୍କୁ…

ଆମେରିକାରେ ଜମୁନି ଟି-୨୦ ବିଶ୍ୱକପ୍

ଭୁବନେଶ୍ବର: ଆମେରିକାକୁ ପସନ୍ଦ ଆସୁନି କ୍ରିକେଟ୍‌? ଖାଲି ପଡ଼ୁଛି ଷ୍ଟାଡିୟମ, କ୍ଷତି ସହୁଛି ଆଇସିସି। ଭାରତ-ପାକ୍ ମ୍ୟାଚକୁ ନେଇ ବଢ଼ିଲା ଚିନ୍ତା । ଚାଲିଛି ଫଟାଫଟ୍ କ୍ରିକେଟ୍ ବିଶ୍ୱକପ୍, ହେଲେ ମ୍ୟାଚ୍ ଦେଖିବାକୁ ଯାଉନାହାନ୍ତି ଦର୍ଶକ । କଥାଟା ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।…

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଛାତ୍ର ମୃତ

ରାଉରକେଲା ବ୍ରାହ୍ମଣୀ ନଦୀରେ ବଡ ଅଘଟଣ । ଗାଧୋଇବା ବେଳେ ବୁଡ଼ିଗଲେ ଏନଆଇଟିର ୬ ଜଣ ଛାତ୍ର । ସେଥିମାଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ୨ ଗୁରୁତର ଛାତ୍ରଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର…

ରାହୁଲ ବିରୋଧୀ ଦଳ ନେତା ହେବା ନେଇ ସିଡବ୍ଲୁସିର ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହେବା ନେଇ ପ୍ରସ୍ତାବ ପାରିତ । କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲୁସି) ସଦସ୍ୟମାନେ ଶନିବାର ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି । କଂଗ୍ରେସ କାର୍ଯ୍ୟକାରିଣୀ…

ମଉକା ‘ହାତ’ରୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଏଥର ଦୁଇ ଅଙ୍କ ଛୁଇଁଛି କଂଗ୍ରେସ । ୯ରୁ ୧୪ ଆସନରେ ପହଞ୍ଚିଛି କଂଗ୍ରେସର ସଂଖ୍ୟା। ଅନ୍ତକନ୍ଦଳ, ଟିକେଟ୍ ଅସନ୍ତୋଷ ସାଙ୍ଗକୁ ହେଭିଓ୍ବେଟ୍ ନେତା ଦଳ ଛାଡିବାକୁ ନେଇ ନିର୍ବାଚନ ପୂର୍ବରୁ ହିଁ ରାଜ୍ୟ କଂଗ୍ରେସ ଦୁର୍ବଳ ହୋଇଥିବା କୁହାଯାଉଥିଲା । ୯ରୁ ୯୦ ଆସନରେ ବିଜୟ ହାସଲ…

ମୋଦି ୩.୦…ସର୍ତ୍ତ ଲାଗୁ

ଭୁବନେଶ୍ବର: କେନ୍ଦ୍ରରେ ପୁଣି ମୋଦି ସରକାର। ଏନଡିଏ ସଂସଦୀୟ ଦଳ ନେତା ହୋଇଛନ୍ତି ନରେନ୍ଦ୍ର ମୋଦି । ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର ତାଙ୍କୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ରବିବାର ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ବିଜେପିକୁ ଏକାକୀ ଏଥର ବହୁମତ ମିଳିନଥିବା…

ବିଜେପିର ବିଜୟ ମାନସିକ କରିଥିଲେ ସମର୍ଥକ, ଜିତିଲା ପରେ ନିଜ ଆଙ୍ଗୁଠି କାଟି ଦେଲେ ବଳି

ରାୟପୁର: ଛତିଶଗଡର ବଳରାମପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଙ୍କର ବିଜେପି ପ୍ରତି ଅହେତୁକ ଭଲପାଇବା ଦେଖିବାକୁ ମିଳିଛି । ବିଜେପିର ବିଜୟ ପାଇଁ ବ୍ୟକ୍ତି ଜଣକ କରିଥିଲେ ମାନସିକ । ଆଉ ମାନସିକ ପୂରଣ ହେବା ପରେ କାଳୀ ମନ୍ଦିର ଯାଇ ନିଜ ଆଙ୍ଗୁଠି କାଟି ମା’ଙ୍କ…

ଉମା ସାମନ୍ତରାୟ ଖୋଲିଲେ ବିଜେଡି ଅସନ୍ତୋଷ ପେଡ଼ି

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ବିଜେଡିର ପରାଜୟ ପରେ ଜଣଙ୍କ ପରେ ଜଣେ ବିଜେଡିର ବଡ ବଡ ନେତା ମୁହଁ ଖୋଲିଛନ୍ତି । ଆଜି ବିଜେଡି ନେତା ଉମା ସାମନ୍ତରାୟ  ବିଜେଡି ଅସନ୍ତୋଷ ପେଡ଼ି ଖୋଲିଛନ୍ତି  । ସେ କହିଛନ୍ତି ମୋତେ ବାଧ୍ୟ କରି ବ୍ରହ୍ମଗିରି…

ଓଡିଶା ଛୁଇଁଲା ମୌସୁମୀ, ପ୍ରଭାବରେ ଅନେକ ସ୍ଥାନରେ ବର୍ଷା

ଭୁବନେଶ୍ବର: ଓଡିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । କିଛି ଦିନ ମଧ୍ୟରେ ଏହା ସାରା ଓଡିଶାରେ ରଚିବ ତାଣ୍ଡବ । ଏହାକୁ…

‘ନୀତିଶଙ୍କୁ ମିଳିଥିଲା ଇଣ୍ଡିଆ ମେଣ୍ଟ ତରଫରୁ ପ୍ରଧାନମନ୍ତ୍ରୀ ହେବାକୁ ଅଫର୍’

ପାଟନା: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି । ଏଥିରେ ଜେଡିୟୁ ମଧ୍ୟ ସମର୍ଥନ କରିଛି । ଏହି ପ୍ରରିପେକ୍ଷୀରେ ଏକ ବଡ ଘଟଣାର ଖୁଲାସା ହୋଇଛି । ଏକ ଗଣମାଧ୍ୟ ସହ ସାକ୍ଷାତ ସମୟରେ ଜେଡିୟୁ ଜାତୀୟ ମୁଖପାତ୍ର କେ.ସି ତ୍ୟାଗି ଶନିବାର କହିଛନ୍ତି ଯେ, 'ବିହାର…