ପ୍ରଶଂସକଙ୍କ ଚିନ୍ତା ବଢ଼ାଇଲା ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ବୁମରାହ ପତ୍ନୀଙ୍କ ମେସେଜ
ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଏବେ ପ୍ରଶଂସକମାନେ ହାଇ ଭୋଲଟେଜ ଭାରତ-ପାକିସ୍ତାନ ମୁକାବିଲାକୁ ଅପେକ୍ଷା କରି ରହିଛନ୍ତି । ଏହା ମଧ୍ୟରେ ଯଶପ୍ରୀତ ବୁମରାହଙ୍କ ପତ୍ନୀ ସଞ୍ଜନା ଗଣେଷନଙ୍କ ଏକ କ୍ରିପଟିକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ସେ…