ଭୁଶୁଡିଲା ଏୟାରପୋର୍ଟ ପାଚେରି, ଅଳ୍ପକେ ବଞ୍ଚିଲେ ଲୋକେ
ମାଲକାନଗିରି:ପୁଣି ଭୁଶୁଡିଲା ମାଲକାନଗିରି ଏୟାରପୋର୍ଟ ପାଚେରି ।ନିମ୍ନମାନର କାମ ଯୋଗୁଁ ମାଟିରେ ମିଶିଲା ପାଚେରି ।ରାତିରେ ପ୍ରବଳ ବର୍ଷା ପବନ ଯୋଗୁଁ ପାଚେରି ଭୁଶୁଡିଥିବା ସୂଚନା ମିଳିଛି ।
ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏୟାରପୋର୍ଟର ପାଚେରି ନିମ୍ନମାନର କାମ ଯୋଗୁଁ…