ସୁନ୍ଦରଗଡରେ ଜୁଏଲ୍ ନା ଦିଲ୍ଲୀପ ?
ଭୁବନେଶ୍ବର: ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଲଢେଇ । ସୁନ୍ଦରଗଡ ମହାସମରରେ ଏଥର ପୁଣି ଜୁଏଲ-ଦିଲ୍ଲୀପ ମୁକାବିଲା । ପୂର୍ବରୁ ୨୦୧୪ରେ ଉଭୟଙ୍କ ଟକ୍କରରେ ବାଜି ମାରିଥିଲେ ଜୁଏଲ୍ ଓରାମ । ଏଥର ସୁନ୍ଦରଗଡ ଗ୍ରାଉଣ୍ଡରେ କିଏ ମାରିବେ ଗୋଲ୍? ବିଜେପିରୁ ହେଭିୱେଟ୍ ଜୁଏଲ ଓରାମ ଓ ବିଜେଡିରୁ…