Latest Odisha News

BREAKING NEWS

ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଆମ୍ବ ଖାଇବାକୁ କାହାକୁ ବା ପସନ୍ଦ ଆସି ନ ଥାଏ । ବିଶେଷକରି ଖରାଦିନେ ରସାଳ ଆମ୍ବ ଖାଇବାର ମଜା ଅଲଗା । ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ,…

ମତଦାନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ । ବୈଠକରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର…

ବାହାରୁ ଆସିଥିବା କଳାପାହାଡ ହାତରେ ଓଡିଶା ମାଟିର ଇଜ୍ଜତ୍କୁ ଟେକି ଦେଇପାରିବିନି: ଅନୁଭବ ମହାନ୍ତି

ଭୁବନେଶ୍ୱର: ବାସ୍ତବରେ ଓଡ଼ିଶାର ଲୋକ ବିଜେଡିକୁ ଭୋଟ ଦେଉଥିଲେ ନବୀନ ବାବୁଙ୍କ ପାଇଁ, କିନ୍ତୁ ଏବେ ଓଡ଼ିଶାରେ ନବୀନ ଶାସନ ଚାଲୁନାହିଁ । ନବୀନ ବାବୁଙ୍କୁ ଓଡ଼ିଶାର ଲୋକେ ଦେଖିବା ତ ଦୂରର କଥା, ଦଳର ନେତା ଓ ମନ୍ତ୍ରୀମାନେ ମଧ୍ୟ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଁ ବିଜେଡିର ସାଂସଦ ଥିଲି,…

ବିଜେପି କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ କହିଲେ ନବୀନ, କଡା ଜବାବ ଦେଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ଏବେ ନିର୍ବାଚନୀ ପ୍ରଚାର ଜାରି ରହିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବ । ତେବେ ଏହି ପ୍ରଚାର ସମୟରେ ବିଭିନ୍ନ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବା ରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଓ…

‘ହାରିବା ଭୟରେ ହିଂସାକୁ ଆପଣାଇଛି ବିଜେଡି’

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ନିର୍ବାଚନୀ ହିଂସା ଓ ପାଣ୍ଡିଆନଙ୍କ ଦ୍ବାରା ଓଡ଼ିଆ ବରପୁତ୍ରଙ୍କୁ ଅପମାନ କୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ବିଜେଡିର ନେତା ମାନେ ଏବେ ରକ୍ତମୁଖା ହୋଇଯାଇଛନ୍ତି । ନିର୍ବାଚନ ଯେତେ…

ଜଟଣୀରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ଵର: ସାଧାରଣ ନିର୍ବାଚନ ପାଇଁ ଚାରିଆଡ଼େ ନିର୍ବାଚନୀ ଉଷ୍ମତା ଲାଗିରହିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରୁଛନ୍ତି। ଏହାରିଭିତରେ ଭୁବନେଶ୍ଵର ସାଂସଦ ପାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ପାଇଁ ପ୍ରଚାର କରିବାକୁ ଜଟଣୀରେ…

ବଦଳିଲା ଟୁଇଟରର ଡୋମେନ ନେମ

ନୂଆଦିଲ୍ଲୀ: ୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା କିଣାଯାଇଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବେ ସମ୍ପୂର୍ଣ୍ଣ ରୂପେ ତା’ର ପରିଚୟ ବଦଳାଇଛି। ବିଶ୍ୱର ନମ୍ବର ୱାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ତଥା ପୂର୍ବର ଟୁଇଟରର ଅନେକ ବୈଶିଷ୍ଟ୍ୟ ପୂର୍ବରୁ ପରିବର୍ତ୍ତନ ହୋଇଥିବା ବେଳେ ବର୍ତ୍ତମାନ…

‘ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି, ବିଜେପି ସରକାର ଆସିଲେ ଉପଯୁକ୍ତ ପ୍ରାପ୍ୟ ମିଳିବ’

ରାଉରକେଲା: ଚାଲିଛି ନିର୍ବାଚନର ପର୍ବ । ଓଡିଶାରେ ଘନ ଘନ ପ୍ରଚାର କରୁଛନ୍ତି କେନ୍ଦ୍ରୀୟ ନେତା । ଆଜି ମଧ୍ୟ ରାଉରକେଲାର ନିର୍ବାଚନୀ ସଭାରେ ଯୋଗ ଦେଇ ବିରୋଧୀଙ୍କ ଉପରେ ଗର୍ଜିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୫ ଟି ରେ ଜିତିବ ବିଜେପି ଏବଂ ୧୪୭ଟି…

ଆଗ ନିଷ୍ପତ୍ତି ନିଅନ୍ତୁ, ତା’ପରେ କେଉଁ ରାଜ୍ୟକୁ ଏକ ନମ୍ୱର କରିବେ କହିବେ: ପାଣ୍ଡିଆନ

ଅନୁଗୋଳ: ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଧାନମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ପ୍ରଥମେ ସେମାନେ କୁହନ୍ତୁ, କେଉଁ ରାଜ୍ୟକୁ ଏକ ନମ୍ବର…

କଣ୍ଟାବାଞ୍ଜିରେ `ନବୀନ’ କାର୍ଡ

ଭୁବନେଶ୍ବର: କଣ୍ଟାବାଞ୍ଜି ଲଢେଇରେ ନବୀନ ଟୁଇଷ୍ଟ। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ଗତଥର ବିଜେପୁର ଫର୍ମୂଲା ସଫଳତା ଆଣିବା ପରେ ଏଥର ପଶ୍ଚିମ ଓଡିଶାରେ ବିଜେଡି ଚଳାଇଛି ନବୀନ ଗୋଟି। ଗତଥର କଣ୍ଟାବାଞ୍ଜିରେ କଂଗ୍ରେସର ହେଭିଓ୍ବେଟ୍…