Latest Odisha News

BREAKING NEWS

‘ଆଜି ରାତି ଗଲେ ପାହି ଜାଳିବ ମୋ ଜୁଇ’…ଚାଞ୍ଚଲ୍ୟ ସୃଷ୍ଟି କରୁଛି ମୃତ ସଞ୍ଜୟଙ୍କ ଶେଷ…

ଭୁବନେଶ୍ୱର: ୧୮ ବର୍ଷୀୟ ଯୁବକଙ୍କ ଦରପୋଡା ମୃତଦେହ ଠାବ ଘଟଣାରେ ନୂଆ ମୋଡ଼। ଇନଷ୍ଟାଗ୍ରାମ ପ୍ରେମରୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ପୁଅର ପରିବାର ଲୋକେ। ସୋମବାର ନୟାଗଡ ଜିଲ୍ଲାରେ ରାସ୍ତା କଡ଼ରେ ଥିବା ଏକ ନାଳରେ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଘଟଣା ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ…

ପାକିସ୍ତାନର ‘ଡବଲ ଗେମ୍’ ? ପାନେ ଦେବ ଆମେରିକା !

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ଏବେ ନିଜେ ସନ୍ଦେହ ଘେରରେ । ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇରାନର କିଛି ସୈନ୍ୟ ବିମାନକୁ ରାୱଲପିଣ୍ଡି ସ୍ଥିତ ‘ନୂର ଖାନ ଏୟାରବେସ୍’ରେ ରଖାଯାଇଛି । ଏଥିରେ ଇରାନ ବାୟୁସେନାର RC-130 ନିରୀକ୍ଷଣ ବିମାନ…

ବାଲିଅନ୍ତା ହତ୍ୟା ମାମଲାରେ ଆଉ ଜଣେ ଗିରଫ, ୧୨ରେ ପହଞ୍ଚିଲା ଗିରଫଦାରୀ

ଭୁବନେଶ୍ୱର: ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଗିରଫ। ତଦନ୍ତ ଦାୟିତ୍ବ ନେବା ପରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି। ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ୧୨ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଟିମ୍…

ଓଡ଼ିଶା ଆସିବେ ନୀତିନ ନବୀନ

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ। ଖୁବ୍‌ଶୀଘ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିବେ। ରାଜ୍ୟ ମୁଖ୍ୟାଳୟରେ ଜିଲ୍ଳାସ୍ତରୀୟ ପ୍ରଶିକ୍ଷଣ…

ଜ୍ୟାକଲିନଙ୍କ ଅଡୁଆ ବଢ଼ିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ପାଇଁ ବଢ଼ିଲା ଅଡୁଆ। ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କୁ ଲାଗିଛି ବଡ଼ ଝଟକା। ସରକାରୀ ସାକ୍ଷୀ ବା 'ଆପ୍ରୁଭର' ସାଜିବା ପାଇଁ ଜ୍ୟାକଲିନ୍ କରିଥିବା ଆବେଦନକୁ କୋର୍ଟରେ ଜୋରଦାର ବିରୋଧ କରିଛି ପ୍ରବର୍ତ୍ତନ…

ଆକ୍ସନରେ ଶୁଭେନ୍ଦୁ ସରକାର, ଅଭିଷେକ ବାନାର୍ଜୀଙ୍କର ହଟିଲା ‘Z+’ ସୁରକ୍ଷା

କୋଲକାତା: ଆକ୍ସନ ମୋଡରେ ଶୁଭେନ୍ଦୁ ସରକାର। ହଟିଲା ଅଭିଷେକ ବାନାର୍ଜୀଙ୍କର 'Z+' ସୁରକ୍ଷା। ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସଙ୍ଗେ ସଙ୍ଗେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ…

ଅଭିନବ ଉପାୟରେ ଚାଲିଛି ଚୋରା ଚାଲାଣ, ଡେଲିଭରି ପାର୍ସଲ ଟ୍ରକରୁ ଗଞ୍ଜେଇ ଜବତ

ବାଲେଶ୍ୱର: ଅଭିନବ ଉପାୟରେ ଚାଲିଛି ଚୋରା ଚାଲାଣ। ପୋଲିସକୁ ଯେପରି ସନ୍ଦେହ ନ ହେଉ ସେଥିଲାଗି ଡେଲିଭରି’ କମ୍ପାନୀର ଟ୍ରକ୍ ରେ ଚାଲିଥିଲା ଗଞ୍ଜେଇ ଚାଲାଣ। ପାର୍ସଲ ଟ୍ରକ ହେଲଫର ସିଟ ତଳୁ ମିଳିଲା ପୁଳାପୁଳା ଗଞ୍ଜେଇ। ଦୁର୍ଘଟଣା ପରେ ମିଳିଲା ଗଞ୍ଜେଇ ଚାଲାଣର ତଥ୍ୟ। ବାଲେଶ୍ୱର ସୋର ଥାନା ୧୬…

ବିଜୟଙ୍କ କ୍ୟାବିନେଟରେ କଂଗ୍ରେସରୁ ୨ଜଣ ମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ନେତୃତ୍ୱରେ ଟିଭିକେ ସରକାର ଗଠନ ହେବା ସହିତ କଂଗ୍ରେସ ୫୫ ବର୍ଷରୁ ଅଧିକ ସମୟ ପରେ ତାମିଲନାଡୁରେ କ୍ଷମତାକୁ ଫେରିବାକୁ ଯାଉଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଝୁଲା ଜନାଦେଶ ପରେ ହୋଇଥିବା କ୍ଷମତା ବଣ୍ଟନ ଚୁକ୍ତିର ଅଂଶ…

କେରଳରେ କିଏ ହେବେ ମୁଖ୍ୟମନ୍ତ୍ରୀ? କଂଗ୍ରେସରେ ଲାଗି ରହିଛି ଛକାପଞ୍ଝା

ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନରେ ​​ବିପୁଳ ବିଜୟ ସତ୍ତ୍ୱେ, କଂଗ୍ରେସ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିଷୟରେ ନିଷ୍ପତ୍ତି ନେଇନାହିଁ। କିଏ ହେବେ ମୁଖ୍ୟମନ୍ତ୍ରୀ ? ଛିଣ୍ଡୁନି ଅଙ୍କ, କଂଗ୍ରେସରେ ଲାଗି ରହିଛି ଛକାପଞ୍ଝା। ନିର୍ବାଚନ ଫଳାଫଳ ଘୋଷଣା ହେବାର ଗୋଟିଏ ସପ୍ତାହ…

Mahalaxmi Rajyog 2026: ମହାଲକ୍ଷ୍ମୀ ରାଜଯୋଗ ; ଏହି ରାଶିମାନଙ୍କ ଚମକିବ ଭାଗ୍ୟ!

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ଅନେକ ରାଜଯୋଗ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିର ଜୀବନରେ ଶୁଭ ଫଳ ଆଣିଥାଏ। ମହାଲକ୍ଷ୍ମୀ ରାଜଯୋଗ ଏହି ଶୁଭ ଯୋଗ ମଧ୍ୟରୁ ଗୋଟିଏ। ଏହି ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ଏବଂ ଏହା ସୌଭାଗ୍ୟ ଆଣିଥାଏ। ଯେତେବେଳେ ମଙ୍ଗଳ ଏବଂ ଚନ୍ଦ୍ର ଗୋଟିଏ…