ଦୁଇଟି ପ୍ରମୁଖ ଦାବି ନେଇ ଆମରଣ ଅନଶନରେ ବସିଲେ ଚାମେଲି ଓଝା
ଭୁବନେଶ୍ୱର: ଆମରଣ ଅନଶନରେ ବିସଲେ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ନିଜର ଦୁଇଟି ମୁଖ୍ୟ ଦାବି ପୂରଣ ପାଇଁ ସେ ଭୁବନେଶ୍ୱର ଲୋୟର ପିଏମଜିରେ ଏହି ଧାରଣା ଦେଇଛନ୍ତି । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ବିଚାର ଦାବି କରି ଅନଶନ ଆରମ୍ଭ କରିଛନ୍ତି ।…