ରିତୁରାଜ ଗାଏକ୍ୱାଡ ହେଲେ ଚେନ୍ନାଇ ଅଧିନାୟକ
ମାଡ୍ରାସ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଧୋନୀ ଅଧିନାୟକ ହେବେ ନାହିଁ ବୋଲି କହିବା ପରେ ରିତୁରାଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଗାଏକ୍ୱାଡ ୨୦୧୯ରୁ ଚେନ୍ନାଇ ଟିମ ସହିତ ଜଡିତ ଅଛନ୍ତି । ସେ…