ପଞ୍ଜାବରେ ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ପୁଣି ଏକାଠି ହେବେ ବିଜେପି-ଶିରୋମଣୀ ଅକାଳୀ ଦଳ
ଚଣ୍ଡିଗଡ: ଆସନ୍ତା ଜୁନ୍ ପହିଲାରେ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଶିରୋମଣି ଅକାଳୀ ଦଳ (ଏସଏଡି) ମଧ୍ୟରେ ପୁନର୍ବାର ମେଣ୍ଟ ହେବାର ସମ୍ଭାବନାକୁ ନେଇ ପଞ୍ଜାବର ରାଜନୈତିକ ଦୃଶ୍ୟପଟରେ ଚର୍ଚ୍ଚା ଜୋର ଧରିଛି।
ବିଜେପିର ବରିଷ୍ଠ ନେତା…