Latest Odisha News

BREAKING NEWS

ସୋନପୁର ରେଳ ଷ୍ଟେସନ ଯାଏଁ ସମ୍ପ୍ରସାରିତ ହେଲା ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି

ସୁବର୍ଣ୍ଣପୁର: ସୋନପୁର ରେଳ ଷ୍ଟେସନରୁ ଆଜି ପୁଣି ଏକ ନୂତନ ଟ୍ରେନର ସମ୍ପ୍ରସାରଣ ହୋଇଛି । ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନକୁ ଆଜି ସୋନପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବଲାଙ୍ଗୀର ସଂସଦ ସଂଙ୍ଗୀତା ସିଂଙ୍ଗ…

ଜେଏନୟୁ: ଜାହାଙ୍ଗୀର ନ୍ୟାଶନାଲ ୟୁନିଭରସିଟି, ବେଙ୍ଗଲ ୧୯୪୭ ଫିଲ୍ମକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡରେ ଏବେ ୨ଟି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଏହା ରିଲିଜ ହେବାକୁ ଥିବାରୁ ସୋସିଆଲ ମିଡିଆରେ ଏ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି । ଉର୍ବଶୀ ରୌତେଲା ଅଭିନୀତ ଜେଏନୟୁ: ଜାହାଙ୍ଗୀର ନ୍ୟାଶନାଲ ୟୁନିଭରସିଟି ଫିଲ୍ମ ପୋଷ୍ଟରରେ…

ପୁଣି ତେଜିଲା ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଟ୍ରଷ୍ଟିକୁ ନେଇ ଗୋବିନ୍ଦ ସାହୁଙ୍କ ପରିବାର ଓ କଲେଜ କର୍ତ୍ତୃପକ୍ଷଙ୍କ…

କଳାହାଣ୍ଡି: ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ଗୋବିନ୍ଦ ସାହୁଙ୍କ ପରିବାର ଏବଂ ମହଲିଙ୍ଗ କଲେଜ କର୍ତ୍ତୃପକ୍ଷ। ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଉପରେ ଗୋବିନ୍ଦ ସାହୁଙ୍କ ପରିବାରର ଟ୍ରଷ୍ଟି ମାଲିକାନା ଅଧିକାର ପାଇଁ ପୁଣି ବିବାଦ। ମମିତା ମେହେର ହତ୍ୟାକାଣ୍ଡର ଛାତିଥରା ଘଟଣା ପାଇଁ…

“ଶୀଘ୍ର ନିଅ ମେଣ୍ଟ ନିଷ୍ପତି”

ଭୁବନେଶ୍ବର: ଘୁଂଚି ଘୁଂଚି ଚାଲିଛି ମେଂଟ ପଦ୍ମ । ବିଜେଡି-ବିଜେପି ମେଂଟ ରାସ୍ତାରେ କଂଟା ରାଜ୍ୟ ଗେରୁଆ ଦଳ ନେତା । ଚବିଶ ମହାସମରକୁ ଆଉ ଅଳ୍ପଦିନ । ମେଂଟ ଘୁଂଚିଲେ ଲାଭଠୁ ବଳିଯିବ କ୍ଷତି । ତେଣୁ ଆଜି ରାତି ସୁଦ୍ଧା ନିଷ୍ପତି ନେବାକୁ ଅନୁରୋଧ କରିଛି ବିଜେଡି । ମେଂଟ ଡିଲ୍ ନେଇ ଟପ୍…

ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଭାସୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାସ୍ତରରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ…

ଟି୨୦ ବିଶ୍ୱକପ ଟିମରୁ ବାଦ ପଡିବେ କି କୋହଲି !

ନୂଆଦିଲ୍ଲୀ: ବିରାଟ କୋହଲି ଆଗାମୀ ଟି୨୦ ବିଶ୍ୱକପରୁ ବାଦ ପଡିବା ଖବର ପ୍ରଶଂସକ ମହଲରେ ହଇଚଇ ସୃଷ୍ଟି କରିଛି । ୨୦୨୨ରେ ଖେଳା ଯାଇଥିବା ଟି୨୦ ବିଶ୍ୱକପରେ କୋହଲି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏଥର ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଠାକାର ଧୀମା ପିଚ କୋହଲିଙ୍କ ବ୍ୟାଟିଂ…

ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା କାର୍; ୨ ଗୁରୁତର,୩ ଆହତ

କେନ୍ଦୁଝର: ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସି ପଡ଼ିଲା କାର୍। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଆଜି ଭୋରରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଆହତ ଯୁବକ…

ମୋଦୀଙ୍କ ଗ୍ୟାରେଣ୍ଟିରେ ‘ରେଳବାଇର ଭିତିଭୂମି ଅଭିବୃଦ୍ଧି’ ଓଡ଼ିଶାର ପ୍ରଗତି ହେବ ତ୍ୱରାନ୍ୱିତ : ଦିଲୀପ ମଲ୍ଲିକ

ଭୁବନେଶ୍ବର: ରାଜ୍ୟରେ ଗଡିଲା ତୃତୀୟ ’ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ’ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ’ ଷ୍ଟଲ୍‌ରେ ଅନୁଗୁଳ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍‌, ବାଲୁଗାଁ, ଢେଙ୍କାନାଳ, ଭଦ୍ରକ, ଛତ୍ରପୁର ହୋଇଛି ସାମିଲ । ମୋଦି ସରକାରଙ୍କ ଶାସନରେ ରେଳ ସେବା କ୍ଷେତ୍ରରେ…

ଜେଜେପିଠୁ ବିଜେପିର ମୋହଭଙ୍ଗ, ଜାଣନ୍ତୁ ହରିୟାଣା ହଲଚଲ୍ ପଛର ଇନସାଇଡ ଷ୍ଟୋରୀ

ଚଣ୍ଡିଗଡ: ନିର୍ବାଚନର ଠିକ୍ ପୂର୍ବରୁ ହରିୟାଣାରେ ଭାଙ୍ଗିବ କି ମନୋହର-ଚୌଟାଲା ଜୋଡି? ସମ୍ଭାବ୍ୟ ମୋହଭଙ୍ଗ ପଛର କାରଣ ଚାଷୀ ଆନ୍ଦୋଳନ କୁହାଯାଉଛି । ତେବେ ଲୋକସଭା ଭାଗ ନ ଛିଣ୍ଡିବାରୁ ବିଜେପି-ଜେଜେପି ମଧ୍ୟରେ ବ୍ରେକ୍ ଅପ ହୋଇପାରେ ବୋଲି ଚର୍ଚା ହେଉଛିା କୁହାଯାଉଛି, ଆଗାମୀ ନିର୍ବାଚନରେ ୨ଟି…

ରଣଜୀ ଟ୍ରଫି: ସଚିନଙ୍କ ରେକର୍ଡ ଭାଙ୍ଗିଲେ ମୁଶୀର ଖାଁ

ମୁମ୍ବାଇ: ରଣଜୀ ଟ୍ରଫି ଫାଇନାଲ ମ୍ୟାଚ ମୁମ୍ବାଇ ଓ ବିଦର୍ଭ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସର୍ଫରାଜ ଖାଁଙ୍କ ଭାଇ ମୁଶୀର ଖାଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୯ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସେ ୨୫୫ ବଲରେ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସଚିନ…