ଦ୍ରୁତ ଗତିରୁ ଦୁର୍ଘଟଣା; ପୋଲ ଉପରେ ଝୁଲିଲା ଆମ୍ବୁଲାନ୍ସ
ବାଲେଶ୍ବର: ନିର୍ମାଣାଧୀନ ପୋଲ ଉପରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ନୀଳଗିରି-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥର ପାନବଜାର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଉଥିବା ବେଳେ ପୋଲ ଉପରେ ଝୁଲି ପଡିଲା ୧୦୨ ଜନନୀ ଏକ୍ସପ୍ରେସ ।
ତେବେ ଆମ୍ବୁଲାନ୍ସଟି ଦ୍ରୁତ…