Latest Odisha News

BREAKING NEWS

ସମ୍ଭାବ୍ୟ ବିଜେଡି-ବିଜେପି ମେଣ୍ଟ ଘୋଷଣା ବିଳମ୍ବ ପଛର କାରଣ କ’ଣ?

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଗତ ଦୁଇ ଦିନ ହେବ କଳ୍ପନାଜଳ୍ପନା ଜୋର ଧରିଛି। ତେବେ ଏହି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ…

ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ୩୬ ବର୍ଷ ପରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କଲେ ଦେବଦତ

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଭାରତର ଦେବଦତ ପାଡିକଲ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ପଦାର୍ପଣ ସହ ଏକ ବଡ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି । ପାଖାପାଖି ୩୬ ବର୍ଷ ପରେ ସେ ଭାରତ ପକ୍ଷରୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ପଦାର୍ପଣ…

ନୀତେଶଙ୍କ ଫିଲ୍ମ ରାମାୟଣ ୩ଟି ଭାଗରେ ହେବ

ମୁମ୍ବାଇ: ନୀତେଶ ତିୱାରୀ ରାମାୟଣ ଫିଲ୍ମକୁ ଭବ୍ୟ ଆକାରରେ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେତେକ ମିଡିଆ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ ସେ ରାମାୟଣକୁ ୩ଟି ପାର୍ଟରେ କରିବାକୁ ଯାଉଛନ୍ତି । ପ୍ରଥମ ଭାଗରେ ସୀତା ହରଣ ପର୍ଯ୍ୟନ୍ତ କାହାଣୀ ରହିବ । ସେ…

ରୋହିତ, ଶୁଭମନଙ୍କ ଶତକ: ଭାରତକୁ ୨୫୫ ରନର ଅଗ୍ରଣୀ

ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଭରାଲ ୨୫୫ ରନର ଅଗ୍ରଣୀ ହାସଲ କରି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୧୮ ରନ ଜବାବରେ ଭାରତ ୮ ୱିକେଟ ବିନିମୟରେ ୪୭୩ ରନ ସଂଗ୍ରହ କରିଛି । ରୋହିତ ୧୦୩ ଓ…

ଇଣ୍ଡିଆ ମେଣ୍ଟରୁ ଅଲଗା ହେବାକୁ ଘୋଷଣା କଲେ ପିଡିପି ମୁଖ୍ୟ

ଶ୍ରୀନଗର: ଇଣ୍ଡିଆ ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି ମେହବୁବା ମୁଫତିଙ୍କ ଦଳ ପିଡିପି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମେହବୁବା ମୁଫତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, 'ବିଜେପିକୁ ପରାସ୍ତ କରିବାକୁ ସେ ଏକାଠି ନିର୍ବାଚନ ଲଢିବାକୁ ଚାହାନ୍ତି, କିନ୍ତୁ ଜାତୀୟ ସମ୍ମିଳନୀର…

‘ଗାନ୍ଧୀ ପରିବାର ନିର୍ବାଚନ ଲଢିଲେ ତାଙ୍କ ପାଇଁ ଅନନ୍ତନାଗ ଆସନ ଛାଡିଦେବି’

ଶ୍ରୀନଗର: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଲଦାଖ ଆସନରେ କଂଗ୍ରେସ ସହ ଏକ ଚୁକ୍ତି କରିଛନ୍ତି ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯଦି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ଅନନ୍ତନାଗରୁ ନିର୍ବାଚନ ଲଢନ୍ତି, ତେବେ ସେ ସେମାନଙ୍କ ପାଇଁ ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ପକ୍ଷରୁ ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି ଏବଂ ଫାଉଣ୍ଡେସନର ଠିକଣାକୁ…

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ବାଲେଶ୍ବର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ଆଜି ଅପରାହ୍ନ ୪ଟା ବେଳେ ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁରସ୍ଥିତ ହେରିଟେଜ କଲ୍ୟାଣମଣ୍ଡପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁଦର୍ଶନ ଜେନା।…

ଶିବ ଦର୍ଶନ ହେଲା ଶେଷ ଦର୍ଶନ, ପାହାଡରୁ ଖସି ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ରାୟଗଡା: ଦେବଦେବ ମହାଦେବ ଶିବ ଶଙ୍କରଙ୍କ ମହାଜାଗର ଉପଲକ୍ଷେ ଚଳଚଞ୍ଚଳ ରାୟଗଡା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଶ୍ରଦ୍ଧା, ଭକ୍ତି ଓ ବିଶ୍ବାସ ରେ ଜିଲ୍ଲା ବ୍ୟାପି ଶିବମନ୍ଦିର ମାନଙ୍କରେ ଭକ୍ତ ଙ୍କ ପ୍ରବଳ ସମାଗମ ହେଉଛି । ତେବେ ଏହାଭିତରେ ଏକ ଅଘଟଣ ଘଟିଛି । କଲ୍ୟାଣସିଂହପୁର ବ୍ଲକ…

ଅଫିମ ଚାଲାଣ ବେଳେ ଦୁଇ ଗିରଫ, ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ

ଭୁବନେଶ୍ବର: ବେଆଇନ ଅଫିମ ଚାଲାଣ ବେଳେ କାବୁ କଲା ଏସଟିଏଫ । ରାଉରକେଲା ପାନପୋଷରେ ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭଯୁକ୍ତ ହେଲେ ଝାଡଖଣ୍ଡର ବିଟୁ ସିଂହ ମୁଣ୍ଡା (୪୬) ଓ ରୋହିତ ମୁଣ୍ଡା (୪୯) ।…