ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ ଧର୍ମଘଟ ପ୍ରତ୍ୟାହାର, ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବାକୁ ରାଜି
ଭୁବନେଶ୍ୱର: ଦୀର୍ଘ ୧୩ ଦିନ ଧରି ଆନ୍ଦୋଳନ କରି ଆସୁଥିବା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ଧର୍ମଘଟ ପ୍ରତ୍ୟାହାର କରି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ)କୁ ମଙ୍ଗଳବାରଠାରୁ ବାର୍ଷିକ ମାଟ୍ରିକ୍ ପରୀକ୍ଷା କରାଇବାରେ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ସରକାରୀ…