Latest Odisha News

BREAKING NEWS

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ସଇତାନ’ର ନୂତନ ପୋଷ୍ଟର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସଇତାନ’ ପାଇଁ ଆଜିକାଲି ଅଜୟ ଦେବଗନ୍ ଏବେ ଚର୍ଚ୍ଚାରେ ଅଛନ୍ତି । ଅଜୟଙ୍କ ପ୍ରଶଂସକମାନେ ଏବେ ଉତ୍ସାହର ସହିତ ଏହି ହରର୍ ଥ୍ରୀଲର ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଅଜୟଙ୍କ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବାକୁ…

ଫେବୃଆରୀ ୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ନବୀନ ସରକାରରେ ରାଜ୍ୟର ମହିଳାମାନେ…

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ବାର ଯଥାଶୀଘ୍ର ଖୋଲିବାକୁ ଦାବି କଲା ଆପ୍ ୟୁଥ୍ ଟିମ୍

ପୁରୀ: ପୂର୍ବ ପରି ଶ୍ରୀମନ୍ଦିର ୪ ଦ୍ଵାର ଦେଇ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଦାବି କରିଛି ଆପ୍ ୟୁଥ୍ ଟିମ୍ । ଯାହାକୁ ନେଇ ଆଜି ଆପ୍ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଭକ୍ତ ଏବଂ ପୁରୀ ବାସୀଙ୍କ…

ପୁରୁଷ ନା ମହିଳା, କିଏ କରନ୍ତି ବେଶୀ ଅନଲାଇନ ସପିଂ, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ସମସ୍ତଙ୍କ ମନରେ ଗୋଟିଏ ଧାରଣା ଥାଏ ଯେ, ମହିଳା ମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅନଲାଇନ ସପିଂ କରିଥାଆନ୍ତି । କିନ୍ତୁ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଅହମ୍ମଦାବାଦ (ଆଇଆଇଏମ୍ ଅହମ୍ମଦାବାଦ) ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏକ ଭିନ୍ନ…

ସାମ୍ନାକୁ ଆସିଲା ଫିଲ୍ମ ‘ଯୋଦ୍ଧା’ ର ଟିଜର୍, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସିଦ୍ଧାର୍ଥ ମଲୋହତ୍ରା

ମୁମ୍ବାଇ: ଦୀର୍ଘ ଦିନ ଧରି ଫ୍ୟାନ୍ସ ମାନେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ 'ଯୋଦ୍ଧା'କୁ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ନାଁ ରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥିରେ ଦମଦାର ଆକ୍ସନ୍ ସିନ୍ ଦେଖିବାକୁ ମିଳିବ । ସେଥିପାଇଁ ଫ୍ୟାନ୍ସ ମାନେ ଏହି ଫିଲ୍ମର ରିଲିଜ୍ କୁ…

ବଜାରରେ ସେନା ୟୁନିଫର୍ମର ବେଆଇନ ବିକ୍ରି, ପୋଲିସ ଓ ସେନାର ମିଳିତ ଚଢ଼ାଉ

ବ୍ରହ୍ମପୁର: ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଖବରପାଇବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ଚଢାଉ କରିଛି । ଚଢାଉ ବେଳେ ୪୮୮ ମିଟର କପଡ଼ା ଜବତ କରିଛନ୍ତି,…

ଆସନ୍ତାକାଲି ବରଗଡ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କରିବେ ଉଦଘାଟନ

ବରଗଡ: ବହୁ ଦିନର ଅପେକ୍ଷା ପରେ ପୁରଣ ହେବାକୁ ଯାଉଛି ବରଗଡବାସୀଙ୍କ ସ୍ଵପ୍ନ । ଆସନ୍ତାକାଲି ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ  କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ…

ସ୍ୱାଧୀନତା ପୂର୍ବରୁ ଗୋଟିଏ ଥିଲେ ଭାରତ ଏବଂ ପାକିସ୍ତାନ,ତେବେ ସେଠାର ଇତିହାସ ପୁସ୍ତକରେ କ’ଣ ଲେଖାଯାଇଛି?

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୧୯୪୭ରେ ବ୍ରିଟିଶମାନଙ୍କ ଠାରୁ ଭାରତ ସ୍ଵାଧିନତା ହାସଲ କରିଥିଲା । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଭାରତର ଏକ ଅଂଶ ଅଲଗା ହୋଇ ପାକିସ୍ତାନ ହୋଇଥିଲା । ଏହାର ଅର୍ଥ ହେଉଛି, ୧୯୪୭ ପୂର୍ବରୁ, ଭାରତ ସହିତ ଜଡିତ ସମସ୍ତ ଜିନିଷ ପାକିସ୍ତାନ ସହିତ ମଧ୍ୟ ଜଡିତ ଥିଲା |…

ବିଦେଶୀ ମାନଙ୍କର ମଧ୍ୟ ପସନ୍ଦ ଦିଲ୍ଲୀର ଏହି ୫ଟି ସ୍ଥାନ, କଣ ଆପଣ ଯାଇଛନ୍ତି କି କେବେ…

ନୂଆଦିଲ୍ଲୀ: ଆମେ ସବୁବେଳେ ସାପ୍ତାହିକ ଛୁଟି କିମ୍ବା କିଛି ଲମ୍ବା ସମୟର ଛୁଟି ନେଇ କିଛି ସୁନ୍ଦର ସ୍ଥାନକୁ ଯିବାକୁ ଇଚ୍ଛା କରନ୍ତି । ଏପରି ସ୍ଥଳେ ଯଦି ଆପଣ ଦିଲ୍ଲୀ ଯାଉଛନ୍ତି ଏବଂ ସେ ଯାଗା ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ ତେବେ ଆଜି ଆମେ ଆପଣଙ୍କୁ ଦିଲ୍ଲୀର ଏପରି ୫ଟି ପର୍ଯ୍ୟଟନ…

ଭଦ୍ରକ ବରପଦା ଇଞ୍ଜିନିୟରିଙ୍ଗ କଲେଜ ଗେଟ ଆଗରେ ବିଭିନ୍ନ ଦାବିନେଇ ବିକାଶ ମଞ ପକ୍ଷରୁ ଧାରଣା

ଭଦ୍ରକ: ଇଡି ରେଡ୍ ପରେ ଦିନକୁ ଦିନ ବଢିବାରେ ଲାଗିଛି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଓ ତାଙ୍କ ପୁଅଙ୍କ ଅଡୁଆ । ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ୍ ସମ୍ମୁଖରେ ଅନେକ କର୍ମଚାରୀଙ୍କ ଆନ୍ଦୋଳନ । ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ସହ ନାରାବାଜି । ବିଭିନ୍ନ ଦାବିନେଇ ବିକାଶ…