Latest Odisha News

BREAKING NEWS

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ, ୭ ଆହତ

କେନ୍ଦୁଝର: ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପିକନିକ୍ ପାର୍ଟି ନେଇ ଯାଉଥିବା ଏକ ଭ୍ୟାନ୍ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ଘଟଗାଁ…

୬୦ ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ

କ୍ୟାନବେରା: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ ୬୦ ବର୍ଷ ବୟସରେ ତାଙ୍କ ବାନ୍ଧବୀ ଜୋଡୀ ହେଡେନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଉଭୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଡେନ ହୀରାର ମୁଦି ପିନ୍ଧିଥିବା…

ଗାଙ୍ଗୁଲି, ଧୋନୀଙ୍କୁ ପଛରେ ପକାଇଲେ ରୋହିତ

ରାଜକୋଟ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ୭ ମାସ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି । ସେ ତାଙ୍କ ଇନିଂସରେ ୧୯୬ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୩ ଛକା ମାରିଥିଲେ । ଗତ ବର୍ଷ ଜୁଲାଇରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ…

ଜୟପୁର ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଦକ୍ଷତା ବିକାଶ ଓ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଜୟପୁର ସ୍ଥିତ ଗୋପବନ୍ଧୁ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ସହଭାଗିତା ଦ୍ୱାରା ଆଇଟିଆଇ…

ଶକ୍ତିମାନ ହେବେ ରଣବୀର

ମୁମ୍ବାଇ: ୟଶରାଜ ବ୍ୟାନରରୁ କ୍ୟାରିୟର ଆରମ୍ଭ କରିଥିବା ରଣବୀର ସିଂ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସିଂଘମ ଏଗେନ ପରେ ରଣବୀର ସୁପରହୀରୋ ଫିଲ୍ମ ଶକ୍ତିମାନ ସାଇନ କରିବାକୁ ଯାଉଛନ୍ତି । ୯୦ ଦଶକର ଲୋକପ୍ରିୟ ଟେଲିଭିଜନ ଶୋ ଶକ୍ତିମାନର ଫିଲ୍ମ ରୂପାନ୍ତରିତ ନେଇ ବେଶ…

ପ୍ରଫୁଲଙ୍କ ଘରେ ଇଡି ରେଡ୍: ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି, କଂଗ୍ରେସ କହିଲା ମିଳିତ ନାଟକ

ଭୁବନେଶ୍ୱର:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଚଢ଼ାଉ କରିବା ପରେ ଶାସକ ଦଳ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ଦେଖାଦେଇଛି। ଉଭୟ ଦଳ ହାତ ମିଳାଇଥିବା ଅଭିଯୋଗ କରି କଂଗ୍ରେସ…

ବୌଦ୍ଧ ଆରଟିଓଙ୍କ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

 ବୌଦ୍ଧ: ଜିଲ୍ଲାର ଆରଟିଓ ବସନ୍ତ କୁମାର ମହାପାତ୍ର ଗୁରୁବାର ଭୁବନେଶ୍ୱର, ବୌଦ୍ଧ ଓ ଗଞ୍ଜାମର ୧୦ଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ସମ୍ପତ୍ତି ସଂଗ୍ରହ କରିଥିବା ଭିଜିଲାନ୍ସ ବିଭାଗ ପର୍ଦ୍ଦାଫାସ କରିଛି। ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ…