ରୋହିତ, ଜାଡେଜାଙ୍କ ଶତକ: ଭାରତ ୩୨୬/୫
ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ବିନିମୟରେ ୩୨୬ ରନ କରି ଭଲ ସ୍ଥିତିରେ ରହିଛି । ଅଧିନାୟକ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରଛନ୍ତି । ଷ୍ଟମ୍ପସ ଅପସାରଣ ବେଳକୁ ଜାଡେଜା ୧୧୦ ଓ କୁଲଦୀପ ଯାଦବ ୧ ରନ କରି…