୨ସାନ ଭାଇଙ୍କ ଆତ୍ମହତ୍ୟା ଖବର ଶୁଣି ଝୁଲିପଡିଲେ ବଡ ଭାଇ, ଜଣଙ୍କ ଅବସ୍ଥା ସଂକଟାପନ୍ନ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲରେ ଗୋଟିଏ ପରିବାରର ୩ଭାଇଙ୍କ ଆତ୍ମହତ୍ୟା ଉଦ୍ୟମ । ଅଲଗା ଅଲଗା ସ୍ଥାନରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଧନାରୀ ଥାନା ଔରଙ୍ଗାବାଦ ଗାଁର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ଔରଙ୍ଗାବାଦ ଗାଁର…