ଉଡ୍ରର ନିଆରା କାର୍ଯ୍ୟକ୍ରମ ‘ବଡ଼ଦିନ ବଡ଼ସ୍ୱପ୍ନ’
ଭୁବନେଶ୍ୱର: ବଡ଼ଦିନ ଅବସରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 'ବଡ଼ଦିନ ବଡ ସ୍ୱପ୍ନ' ଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଜୁଏଲ୍ସ ଇଣ୍ଟରନ୍ୟାସନାଲ୍ ଚେତନା ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ କରାଯାଇଛି। ମ୍ୟାଜିକ୍ ସୋ ସମେତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର…