ବଡ଼ ଦିନରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍ହମ୍ ଖାଁ ଖାଁ
ବେଥଲ୍ହମ୍: ଜେରୁଜେଲମ୍ର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍ହମ୍ । ଚଳିତ ବର୍ଷ ବଡ଼ଦିନ ଅବସରରେ ବେଥଲହମ୍ ପୁରା ଖାଁ ଖାଁ । ଏଠାରେ କୌଣସି ସାଜ୍ଜସଜ୍ଜା କି ଆଲୋକମାଳା ଦେଖିବାକୁ ମିଳିନାହିଁ । ଏମିତିକି ଉତ୍ସବମୁଖର ଦିଶୁନାହିଁ । ଇସ୍ରାଏଲ୍ ଅଧିକୃତ…