ହୃଦ୍ ରୋଗୀଙ୍କ ପାଇଁ ରାମବାଣ
ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧରଣତଃ ବିଭିନ୍ନ ପ୍ରକାର ଫ୍ରେସ୍ ପନିପରିବା ଖାଇଥାଉ । ସେଥିମଧରୁ ଏକ ପରିବା ହେଉଛି ଭେଣ୍ତି । ଯାହାକୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି। ଏହା ବଜାରରେ ଅତି ସହଜରେ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି , ଏହି ଭେଣ୍ତି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ…