ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ଭକ୍ତ ଦାସ ହରାଇଲେ ପଦ
ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାରା ଦେଶରେ ଲୋକସଭା ନିର୍ବାଚନ ଅଛି। ଏହା ପୂର୍ବରୁ କଂଗ୍ରେସ ବିଭିନ୍ନ ସ୍ଥାନରେ ନେତୃତ୍ବ ପରିବର୍ତ୍ତନ ସହିତ ପ୍ରଭାରୀ ବଦଳାଉଛି। ଏହି କ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଚର ଅଜୟ କୁମାର। ଏଇଆଇସିସି…