ବଢୁଛି ସାଇବର କ୍ରାଇମ ଓ ଆର୍ଥିକ ଜାଲିଆତି: ୧.୩୨ ଲକ୍ଷ ଫୋନ ବ୍ଲକ କଲେ ସରକାର
ନୂଆଦିଲ୍ଲୀ: ଦେଶରେ ବଢୁଛି ସାଇବର ଅପରାଧ ଓ ଆର୍ଥିକ ଜାଲିଆତି । ଏହାକୁ ରୋକିବା ପାଇଁ ସରକାର ବ୍ଲକ କରିଛନ୍ତି ୧ ଲକ୍ଷ ୩୨ ହଜାର ଫୋନ । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଜାଲ କାଗଜପତ୍ର ଦେଇ ଦେଶରେ ପ୍ରାୟ ୫୫ ଲକ୍ଷ ଫୋନ…