Latest Odisha News

BREAKING NEWS

ଜନଶତାଦ୍ଦୀ ଏକ୍ସପ୍ରେସରେ ନିଆଁ, ଭୟଭୀତ ହେଲେ ଯାତ୍ରୀ

କଟକ: ଜନ ଶତାଦ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ  । କଟକ ଷ୍ଟେସନରେ ଗୋଟିଏ ବଗି ତଳେ ନିଆଁ ଲାଗିଯାଇଛି । ବ୍ରେକ୍ ବାଇଡିଂ ଯୋଗୁଁ ନିଆଁ ଲାଗିଥିବା ରେଲଓ୍ବେ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଟ୍ରେନଟି ଭୁବନେଶ୍ବରରୁ ହାଓ୍ବଡା ଯାଉଥିଲା । ପରେ ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ…

ଗୋଟିଏ ଦିନରେ ୩ ସହର ବନ୍ଦ: ଜାଣନ୍ତୁ କଣ ରହିଛି ଦାବି

ଟିଟଲାଗଡ : ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟଲାଗଡ ସହର ବନ୍ଦ ପାଳନ । ଟିଟଲାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ପ୍ରଭାବରେ ସ୍କୁଲ , କଲେଜ ବନ୍ଦ ରହିଛି  । ଏବଂ  ଯାନବାହନ ଚଳାଚଳ…

ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟକର୍ମୀ : ୬ ମାସ ପାଇଁ ଏସମା ଲାଗୁ କଲେ ସରକାର

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ ଆନ୍ଦୋଳନ ମନା  । ଆଜିଠୁ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟ କର୍ମଚାରୀ ।  କାରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏସମା ଲାଗୁ କରିଛନ୍ତି  ରାଜ୍ୟସରକାର । ନର୍ସ, ପାରାମେଡିକାଲ, ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି…

କବିତା : କିଛି କରିବାକୁ ହେବ

ସଞ୍ଜିତା ପ୍ରଧାନ  ଅତୀତର କିଛି ତିକ୍ତତାକୁ କବର ଦେବାକୁ ହେବ ନୂତନତାର ପ୍ରଲେପ ପକେଇ , କିଛି ମିଠା ମିଠା ସ୍ମୃତି ସାଉଁଟିବାକୁ ହବ ବିଗତ ଦିନର ଚିତ୍ରପଟ୍ଟରୁ , ବହୁତ କିଛି ଯୋଜନାର ଶୁଭାରମ୍ଭ କରିବାକୁ ହେବ ବର୍ତ୍ତମାନର ଘଣ୍ଟା କଣ୍ଟା ଟିକ୍ ଟିକ୍ ଶବ୍ଦରେ , ପୁରାତନକୁ…

ନନ୍ଦନକାନନରୁ ସମ୍ବଲପୁରକୁ ଗଲେ ୮ କୃଷ୍ଣସାର

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଗଲେ ୮ କୃଷ୍ଣସାର ମୃଗ । ଏଥିରେ ୪ଟି ମାଈ ଓ ୪ଟି ଅଣ୍ଡିରା କୃ୍‌ଷ୍ଣସାର ମୃଗ ରହିଛନ୍ତି । ଏହି ବିରଳ ପ୍ରଜାତିର କୃଷ୍ଣସାର ଭାରତରେ ବହୁତ କମ୍ ଦେଖାଯାଆନ୍ତି । ଓଡ଼ିଶାରେ କେବଳ ଗଂଜାମ ଜିଲ୍ଲାର କେତେକ ଜଂଗଲରେ ଦେଖିବାକୁ…

ସବୁ ରାଜ୍ୟର ସିଏମଙ୍କ ଦରମା ଭିନ୍ନ ଭିନ୍ନ,ତେଲେଙ୍ଗାନା ସିଏମଙ୍କ ଦରମା ସବୁଠୁ ବେଶୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ ନିର୍ବାଚନର ଫଳାଫଳ ଆସିଛି । ଖୁବ ଶୀଘ୍ର ଏହି ରାଜ୍ୟଗୁଡ଼ିକରେ ନୂତନ ସିଏମ୍ ଦାୟିତ୍ୱ ଗ୍ରହଣ କରିବେ । ତେବେ ଏହି ୫ ଟି ସିଏମ୍ ମଧ୍ୟରେ କିଏ ସର୍ବାଧିକ ବେତନ ପାଇବେ ଓ କେତେ ପାଇବେ ଜାଣନ୍ତୁ । ତେଲେଙ୍ଗାନା ସିଏମ…

୮୦୦ ବର୍ଷର ସୁନା ଗଛ,ଦେଖିବାକୁ ଲୋକଙ୍କ ଭିଡ଼

ଦକ୍ଷିଣ କୋରିଆ: ଗଛ କଟା ହେବା ଯୋଗୁ ଗ୍ଲୋବାଲ ୱାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଜଙ୍ଗଲ କାଟି ସଫା କରି ଦିଆଯାଉଛି । କିନ୍ତୁ ମନୁଷ୍ୟ ଜାଣିବା ଦରକାର ନିଜ ପାଇଁ ଗଛ ଏବଂ ଉଦ୍ଭିଦ ଗୁରୁତ୍ୱପୂର୍ଣ୍ଣ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ଏକ ଗଛ ରହିଛି ଯାହା…

ମୃତ ବାପାଙ୍କ ଫଟୋ ସହ କୁକୁର ଫିଲଟର ଲଗାଇ ଉଠାଇଲେ ଫଟୋ, ଭିଡିଓ ଭାଇରାଲ

ମୋବାଇଲରେ ଆସୁଥିବା ଫିଲଟର ଫିଚରରେ ୟୁଜର୍ସ ବିଭିନ୍ନ ପ୍ରକାର ଫିଚର ବ୍ୟବହାର କରୁଛନ୍ତି । ଖାସ୍ କରି ଯୁବତୀମାନେ ପ୍ରତି ଫଟୋ ପାଇଁ ବିଭିନ୍ନ ପ୍ରକାର ଷ୍ଟାଇଲିଶ ଫିଲଟର ବ୍ୟବହାର କରନ୍ତି । ତେବେ ନିକଟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ନିଜ ମୃତ ବାପାଙ୍କ ଫଟୋରେ ଫିଲଟର ଲଗାଇ…

ଏମିତି ଗଞ୍ଜା, ଯିଏ କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ

ୱାଶିଂଟନ: ମଣିଷ ଘରେ ବିଭିନ୍ନ ପ୍ରକାର ପ୍ରାଣୀ ରଖିବାକୁ ପସନ୍ଦ କରିଥାନ୍ତି । କେହି କେହି କୁକୁର ରଖୁଥିବା ବେଳେ ଆଉ କେହି ଠେକୁଆ, ସାପ,ଶୁଆ ଆଦି ରଖିବାକୁ ଭଲ ପାଇଥାନ୍ତି । ଏବେ ଗଞ୍ଜାକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଗଞ୍ଜା ଜୋତା ପିନ୍ଧି…

ଟୁଥବ୍ରଶକୁ ଖାଇଦେଲେ ମହିଳା,ବିଗିଡ଼ି ଗଲା ଅବସ୍ଥା

ଟୁଥବ୍ରଶକୁ ଆମେ ସାଧାରଣତଃ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥାଉ । ଟୁଥ୍‌ବ୍ରଶକୁ ନେଇ ନିକଟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ସ୍ପେନୀୟ ମହିଳା ତାଙ୍କ ଟୁଥବ୍ରଶକୁ ଗିଳି ଦେଇଛନ୍ତି ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ।…