କାମବାଲି-କଳା କାରସାଦି-କଳାକନା: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ଯ
ଭୁବନେଶ୍ୱର: ଘରେ କଳାକନା ବୁଲାଇଲା କାମବାଲି। ଆଲମିରାରୁ ଲକ୍ଷେ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ। ଝାରପଡ଼ା ଜଗନ୍ନାଥ ନଗର ରୋଡ୍ରେ କାମବାଲିର ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଲେ ମାଲିକ। ସିସିଟିଭିରେ ଚୋରି ଦୃଶ୍ୟ କଏଦ ହେବା ପରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି।
ସୂତ୍ରରୁ…