ବିବାହର ୩୨ ବର୍ଷ ପରେ ଅଲଗା ହେବେ ରେମଣ୍ଡ ଏମଡି ସିଂଘାନିଆ ଦମ୍ପତି
ନୂଆଦିଲ୍ଲୀ:କୋଟିପତି ଶିଳ୍ପପତି ତଥା ରେମଣ୍ଡର ଏମଡି ଗୌତମ ସିଂଘାନିଆ ସୋମବାର ପତ୍ନୀ ନବାଜ ମୋଦିଙ୍କଠାରୁ ଅଲଗା ହେବେ ବୋଲି ଘୋଷଣା କରିଛନ୍ତି । ଏ ସମ୍ପର୍କରେ ଘୋଷଣା କରି ସିଂଘାନିଆ କହିଛନ୍ତି, ଆମେ ଏବେ ଅଲଗା ଅଲଗା ରାସ୍ତାରେ ଯିବା ପାଇଁ ନିଷ୍ପତ୍ତି ନେଇଛୁ । ୫୮ ବର୍ଷୀୟ…