ବାରହା ଧରିବାକୁ ବସାଇଥିବା ଜାଲରେ କିଭଳି ହାତୀ ପଡି ପ୍ରାଣ ହରାଇଥିଲା, ଅଭିଯୁକ୍ତ ଖୋଲିଲେ ଗୁମର
କେନ୍ଦୁଝର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣାରେ ୫ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି ବନବିଭାଗ କର୍ମଚାରୀ। ଜିଲ୍ଲାର ତେଲକୋଇ ରେଞ୍ଜ ଅନ୍ତର୍ଗତ ସାଲିକିନା ଗ୍ରାମର ଗଦିମେରା ଜୁଆଙ୍ଗ ସାହି ନିକଟ ଜଙ୍ଗଲରେ ଜଙ୍ଗଲୀ ବାରହାକୁ ମାରିବା ପାଇଁ ୧୧ କେଭି ଲାଇନରେ ହୁକ ସହିତ…