Latest Odisha News

BREAKING NEWS

ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୋନପୁର: ରାଜରାସ୍ତାକୁ ଓଲ୍ହାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ । ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ, ଛୋଟ ଓ ବଡ଼ ସମସ୍ତ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ ଦାବି ନେଇ ଏହି ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ । ସୁବର୍ଣ୍ଣପୁର…

ଖୁବ୍ ଶିଘ୍ର ସରିବ ସମଲେଇ ପ୍ରକଳ୍ପ କାର୍ଯ୍ୟ, ସକାଳୁ ସକାଳୁ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଶ୍ରୀ ପାଣ୍ଡିଆନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଆଜି ସକାଳୁ ସକାଳୁ ସମ୍ବଲପୁର ଯାଇ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇବାକୁ ନିର୍ଦ୍ଦେଶ…

ଭିଜିଲାନ୍ସ ଜାଲରେ ମେଡିକାଲ କଲେଜ ଅଧ୍ୟକ୍ଷ: ୬ଟି ସ୍ଥାନରେ ଚାଲିଛି ଚଢାଉ

ବଲାଙ୍ଗିର:ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କର ପୁରୀ, ବଲାଙ୍ଗିର ଏବଂ ସମ୍ବଲପୁରସ୍ଥିତ ବାସଭବନରେ ଆଜି ଚଢାଉ କରିଛି । ସୁଦର୍ଶନ…

“ଜଳ ଦୀପାବଳି” ଅଭିଯାନର ପ୍ରଥମ ଦିନରେ ଯୋଗ ଦେଲେ ୪୧୦୦ରୁ ଅଧିକ ମହିଳା

ଭୁବନେଶ୍ଵର: ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଏବଂ ଓଡିଶା ସହରାଞ୍ଚଳ ଏକାଡେମିର ମିଳିତ ସହଯୋଗରେ 'ଜଳ ପାଇଁ ମହିଳା, ମହିଳାଙ୍କ ପାଇଁ ଜଳ'ର ଉଦଘାଟନ ହୋଇଛି । ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୋଜନା ଅମୃତ ଅଧୀନରେ ଏହି ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ଗ୍ରହଣ…

ଯଦି ମୁଁ ଭାରତୀୟ ହୋଇଥାନ୍ତି ତେବେ ବିହାର ଯାଇ ନୀତିଶଙ୍କୁ ଜବାବ ଦେଇଥାନ୍ତି-ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ବୟାନ ଉପରେ…

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିବାଦୀୟ ବୟାନ ଉପରେ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ଗାୟିକା ମେରୀ ମିଲବେନ ଜୋରଦାର ବର୍ଷିଛନ୍ତି । ବିଧାନସଭାରେ ଏପରି ବୟାନ ଦେଇଥିବାରୁ ନୀତିଶଙ୍କୁ କଡାଭାଷାରେ ନିନ୍ଦା କରିଛନ୍ତି । ସେ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି…

କ୍ୟୁଏସ ଏସିଆ ୟୁନିଭର୍ସିଟି ରାକିଂ ୨୦୨୪: ଏସିଆର ଟପ ୫୦ ତାଲିକାରେ ରହିଛି ଭାରତର ୬ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ:ଶିକ୍ଷାରେ ଚମକିଲା ଭାରତ । ଏସିଆ ମହାଦେଶରେ ଭାରତର ଆଇଆଇଟି ବମ୍ବେ ଏବଂ ଆଇଆଇଟି ଦିଲ୍ଲୀ ଟପ ୫୦ ତାଲିକାରେ ସ୍ଥାନ ପାଇଛି । କ୍ୱାକ୍ୱେରେଲି ସାଇମଣ୍ଡସ୍ ବୁଧବାର ଦିନ କ୍ୟୁଏସ ଏସିଆ ୟୁନିଭର୍ସିଟି ରାକିଂ -୨୦୨୪ ତାଲିକା ଜାରି କରିଛ୍ତି । ଏଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ…

ନୟାଗଡରେ ଲଜ୍ଜାଜନକ ଘଟଣା: ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରାମାଡ଼

ନୟାଗଡ:ନୟାଗଡରେ ସାମ୍ନାକୁ ଆସିଛି ଲଜ୍ଜାଜନକ ଘଟଣା । ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳା…

ସରକାର ଦାବି ନ ଶୁଣିଲେ ଡିସେମ୍ବର ୧ରୁ ଗଡିବନି ଘରୋଇ ବସ

ଭୁବନେଶ୍ୱର: ସରକାର ଯଦି ଦାବି ନ ଶୁଣନ୍ତି ପୁଣି ହୋଇପାରେ ଘରୋଇ ବସ୍ ଧର୍ମଘଟ । ଘରୋଇ ବସମାଲିକଙ୍କ ଦାବି ନ ମାନିଲେ ଡିସେମ୍ବେର ୧ରୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଚେତାବନୀ ଦେଇଛି ଘରୋଇ ବସ ମାଲିକ ସଂଘ । ମାଲିକ ସଂଘର ବୈଠକରେ  ଏପରି ନିଷ୍ପତ୍ତି ନିଆ ଯାଇଛି। ସଂଘର ସାଧାରଣ…

ଗଳ୍ପ : ନଈର ଡାକ

କାମଦେବ ମହାରଣା  ଆଜି ବି ତାର ଫୋନ ଆସିଲାନି। ୟା ଅର୍ଥ ଏଇଆ ନୁହେଁ ଯେ ସେ ସବୁଦିନ କଲ୍ କରେ କିନ୍ତୁ ମୋ ମୋବାଇଲ୍ ରେ କଲ୍ ଆସିବା ମାତ୍ରେ ମୁଁ ତା କଥା ଭାବେ।ଭାବିବାକୁ ଭଲଲାଗେ। ମୁଁ ଜାଣିଛି ଆପଣ ଏବେ ତା ନାଁ ପଚାରିବେ।ହେଲେ କ୍ଷମା କରିବେ ।ଆପଣ ଯେତେ ପଚାରିଲେ ବି ତା ନାଆଁ…

କେବଳ ଦିଲ୍ଲୀ ନୁହେଁ, ପଞ୍ଜାବରୁ ବଙ୍ଗୋପସାଗର ଯାଏ ବାୟୁମଣ୍ଡଳରେ ବ୍ୟାପିଛି କଳାଧୁଆଁର ଆସ୍ତରଣ:ନାସା ଦେଖାଇଲା ଫଟୋ

ନୂଆଦିଲ୍ଲୀ:ଦିଲ୍ଲୀ ବାୟୁମଣ୍ଡଳ ଯେମିତି ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ପ୍ରଦୁଷଣ କମିବାର ନାଁ ନେଉନି । ସକାଳେ ସନ୍ଧ୍ୟାରେ କଳା ଧୂଆଁଳିଆ ଲକ ଆସ୍ତରଣ ଦିଲ୍ଲୀରେ ଦେଖିବାକୁ ମିଳୁଛି । ଫଳର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଲୋକେ କଷ୍ଟ ଅନୁଭବ କରୁଥିବା କହୁଛନ୍ତି । ଖାଲି ଦିଲ୍ଲୀ…