ନଭେମ୍ବର ୧ ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ନବନିର୍ମିତ ମେଡିକାଲ କଲେଜର କରିବେ ଲୋକାର୍ପଣ
କଳାହାଣ୍ଡି: ନଭେମ୍ବର ୧ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ। ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର କରିବେ ଉଦଘାଟନ। ବିଭିନ୍ନ ପ୍ରକଳ୍ପ ସହ ‘ଲକ୍ଷ୍ମୀ’ ବସ୍ ସେବାର କରିବେ ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀ ଦିନ ୧୧.୩୦ ରେ ହେଲିକପ୍ଟର ଯୋଗେ ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ…