୫ମ ଥର ପାଇଁ ‘କ୍ରୁଟ’କୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର
ଭୁବନେଶ୍ବର: ପୁଣି ଥରେ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର । ଏହାକୁ ମିଶାଇ କ୍ରମାଗତ ଭାବେ ୫ମ ଥର ପାଇଁ ଏହି ପୁରଷ୍କାର ହାତେଇଛି 'କ୍ରୁଟ' । ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ 'ମୋ ବସ୍' ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ…