ଓଡ଼ିଆ ଆଇପିଏସ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ ଜମ୍ମୁ ଓ କଶ୍ମୀରର ଡିଜିପି ଦାୟିତ୍ୱ
ଜମ୍ମୁ: ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ବ। ଜମ୍ମୁ କଶ୍ମୀରର ଭାରପ୍ରାପ୍ତ ଡିଜିପି ଦାୟିତ୍ବ ତୁଲାଇବେ ଓଡ଼ିଆ ଆଇପିଏସ ରଶ୍ମିରଞ୍ଜନ ସ୍ୱାଇଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜମ୍ମୁ ଓ କଶ୍ମୀର ସିଆଇଡି (CID)ର ସ୍ପେଶାଲ ଡିଜି ଅଛନ୍ତି…