ମ୍ୟାଚ ବେଳେ ଦର୍ଶକଙ୍କ ହୃଦୟ ଜିତିଲା କୋହଲିଙ୍କ ଭାବଭଙ୍ଗୀ, ତୁଟିଲା ନବୀନଙ୍କ ସହ କଳି!
ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ପରଠାରୁ ବିରାଟ କୋହଲି ଏବଂ ଆଫଗାନିସ୍ତାନର ନବୀନ ଉଲ ହକ ମଧ୍ୟରେ ବିବାଦ ଲାଗି ରହିଥିଲା। ଟୁର୍ଣ୍ଣାମେଣ୍ଟରେ କିଛି ଘଟଣା ଘଟିଥିଲା, ଯାହା ପରେ ସୋସିଆଲ ମିଡିଆରେ ଏହି ଦୁଇ ଖେଳାଳିଙ୍କ ବିଷୟରେ ଅନେକ ସମୟରେ ଚର୍ଚ୍ଚା ହୋଇଆସୁଛି। ଚଳିତ ବିଶ୍ୱକପରେ ମଧ୍ୟ ବୁଧବାର…