ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କଲା ଇଂଲଣ୍ଡ
ଧର୍ମଶାଳା: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଚାମ୍ପିୟନ ଇଂଲଣ୍ଡ ଶୋଚନୀୟ ଭାବେ ୧୩୭ ରନର ବ୍ୟବଧାନରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୯ୱିକେଟ ହରାଇ ୩୬୪ ରନ କରିଥିଲା । ଡେଭିଡ ମଲାନ ୧୪୦ରନର ବିସ୍ଫୋରକ…