ଶୀତ ଦିନ ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ଜାରି: ଯାଞ୍ଚ ହେବ ଗାଡି, ଫୁଟିବନି ଆତସବାଜି
ନୂଆଦିଲ୍ଲୀ: ଆସୁଛି ଶୀତ ଋତୁ। ଶୀତ ଦିନେ ଦିଲ୍ଲୀରେ ବାୟୁ ପ୍ରଦୂଷ ବୃଦ୍ଧି ହୁଏ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରତିବର୍ଷ କିଛି ନା କିଛି ପଦକ୍ଷେପ ନେଇଥାନ୍ତି। ଚଳିତ ବର୍ଷ ବାୟୁ ପ୍ରଦୂଷଣରୁ ଆଶ୍ୱସ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ…