୨୦୨୪ରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ !
ନୂଆଦିଲ୍ଲୀ: ୨୦୨୪ରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ। ଏକ ସୂତ୍ରରୁ ଏହି ସୂଚନା ମିଳିଛି। ତେବେ ଏହା ସମ୍ଭବ ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ 'ୱାନ୍ ନେସନ୍ ୱାନ୍ ଇଲେକ୍ସନ' ଉପରେ ଆଇନ ଆୟୋଗର ରିପୋର୍ଟ ପ୍ରସ୍ତୁତ ହୋଇପାରେ। ଆଇନ ଆୟୋଗ ଏହାର ରିପୋର୍ଟରେ…