ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଏସିଆନ ଗେମ୍ସରେ ସୁଯୋଗ ପାଇଲେନି ଓଡିଶା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ , ଦୋ ଛକିରେ କ୍ୟାରିୟର
ଭୁବନେଶ୍ୱର: କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଓଡିଶାର ଉଦୀୟମାନ ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ହାଙ୍ଗଝୋଉ ଏସିଆନ ଗେମ୍ସରେ ଖେଳିବା ପାଇଁ ସୁଯୋଗ ପାଇ ନାହାନ୍ତି । ଯାହାକୁ ନେଇ ସେ ଭାଙ୍ଗି ପଡିଛନ୍ତି । ଏପରିକି ସେ ତାଙ୍କ ପ୍ରିୟ ଇଭେଂଟ ଛାଡି ଦେବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି ।…