କେଉଁଠାରେ ରହିଛି ବିଶ୍ବର ସବୁଠୁ ବଡ କୃଷ୍ଣ ମନ୍ଦିର ? ଆସନ୍ତୁ ଜାଣିବା..
କୋଲକାତା : ବିଶ୍ବର ସବୁଠାରୁ ବଡ କୃଷ୍ଣ ମନ୍ଦିର । ଜାଣିଛନ୍ତି କି କେଉଁଠାରେ ରହିଛି । ହଁ ଆଜ୍ଞା କୋଲକାତାଠାରୁ ୧୩୦ କିଲୋମିଟର ଦୂରରେ ନଦୀଆ ଜିଲ୍ଲାର ମାୟାପୁରୀରେ ଥିବା ମନ୍ଦିର ହେଉଛି ବିଶ୍ବର ସବୁଠାରୁ ବଡ ମନ୍ଦିର । ଏହି ମନ୍ଦିର ନିର୍ମାଣ ପାଇଁ ବହୁ ବର୍ଷ ସମୟ ଲାଗିଥିଲା ।…