Latest Odisha News

BREAKING NEWS

ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଘଟଣା: ଆଉ ୬ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

କଟକ: ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇ ସୁନା ଲୁଟ କରିବା ଘଟଣାରେ ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଗତ ୬ ତାରିଖ ଦିନ କନ୍ଦରପୁର ମତଗଜପୁର ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଉପରକୁ ଗୁଳି ଚଳାଇ ଏକ ଡକାୟତ ଗ୍ୟାଙ୍ଗର ସଦସ୍ୟମାନେ ଲୁଟ କରିଥିଲେ। ଏହି ଘଟଣାରେ ଗ୍ୟାଙ୍ଗର…

ଭାରତ ଏସିଆ କପ ଚାମ୍ପିୟନ:ପ୍ରେମାଦାସ ଷ୍ଟାଡିୟମରେ ସିରାଜ ଝଡ

କଲମ୍ବୋ: ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ କ୍ରିକେଟ ଫାଇନାଲରେ ଭାରତ ୧୦ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତ ସମ୍ମୁଖରେ ୫୧ ରନର ଲକ୍ଷ୍ୟ ରଖିଥିଲା । ଟିମ ଇଣ୍ଡିଆ ମାତ୍ର ୬.୧ ଓଭରରେ ଏହାକୁ ହାସଲ କରି ନେଇଥିଲା ।…

ବ୍ୟବହାର କରନ୍ତୁ ନଡିଆ ତେଲ, ଦୂର ହେବ ତ୍ୱଚା ସମସ୍ୟା

ଭୁବନେଶ୍ଵର: ନଡିଆ ତେଲକୁ ଅନେକ ଲୋକ ବ୍ୟବହାର କରିଥାନ୍ତି । କେହି କେହି ଏହାକୁ ଖାଦ୍ୟରେ ବ୍ୟବହାର କରିଥାନ୍ତି ତ ପୁଣି କେହି କେହି ଏହି ତେଲକୁ ତ୍ୱଚା ପାଇଁ ବି ବ୍ୟବହାର କରିଥାନ୍ତି । ମାତ୍ର ଆଜିକାଲିର ଟ୍ରେଣ୍ଡ ଅନୁଯାୟୀ ତ୍ୱଚା ପାଇଁ ବଜାରରେ ଅନେକ ବିୟୁଟି ପ୍ରଡକ୍ଟସ ଉପଲବ୍ଧ । କିନ୍ତୁ…

ଆତଙ୍କବାଦୀଙ୍କୁ ଖୋଜି ବାହାର କରିବ ଏହି ନୂତନ ଡ୍ରୋନ, ନିୟୋଜିତ ହେଲା ହେରୋନ୍ ମାର୍କ-୨

ଶ୍ରୀନଗର: ଅନନ୍ତନାଗର କୋକେରନାଗ ଜଙ୍ଗଲରେ ଆଜି ବି ଜାରି ରହିଛି ଏନକାଉଣ୍ଟର। ଆଜି ଷଷ୍ଠ ଦିନ ହେବ ଏହି ଅଞ୍ଚଳରେ ଏନକାଉଣ୍ଟର ଚାଲିଛି। କୁହାଯାଉଛି ଉକ୍ତ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି। ଏହି ଆତଙ୍କବାଦୀଙ୍କୁ ଖୋଜିବା ଲାଗି ଲାଟେଷ୍ଟ ହେରୋନ୍ ମାର୍କ ୨ ଡ୍ରୋନ…

ପୁରୀରେ ଶୁଭାରମ୍ଭ ହେଲା ବିଶ୍ଵକର୍ମା ଯୋଜନା, ଭର୍ଚୁଆଲରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପୁରୀ: ଶୁଭାରମ୍ଭ ହୋଇଛି ପିଏମ ବିଶ୍ଵକର୍ମା ଯୋଜନା । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ ବିଶ୍ୱକର୍ମା ପରିଚୟ । ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇଦେବେ କେନ୍ଦ୍ର ସରକାର ।  ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ପ୍ରାୟ…

ଡାଇମଣ୍ଡ ଲିଗ ଫାଇନାଲ : ନୀରଜଙ୍କୁ ରୌପ୍ୟ

ନୂଆଦିଲ୍ଲୀ:ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିପ ଫାଇନାଲରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଗତ ସଂସ୍କରଣରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆମେରିକାରର ୟୁଜିନରେ ଖେଳାଯାଇଥିବା ଫାଇନାଲରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୩.୮୦ ମିଟର ରହିଥିଲା । ଚେକ…

କଳାକାର ଏବଂ ହସ୍ତଶିଳ୍ପୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଅବସରରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୌଳିକ ବୃତ୍ତିକୁ ପ୍ରୋତ୍ସାହିତ ତଥା ସହଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ…

ବକ୍ସ ଅଫିସରେ ‘ଜୱାନ’ର ଜଲୱା, ଭାଙ୍ଗିଲା ପଠାନର ରେକର୍ଡ

ମୁମ୍ବାଇ: ବହୁଚର୍ଚ୍ଚିତ କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ 'ଜୱାନ୍' ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମଟି ରିଲିଜ୍ ହେବାର ଆଜକୁ ପ୍ରାୟ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମଟିର କ୍ରେଜ୍ କମିନି । ଏହି ୧୦ଦିନ…

କିନ୍ନରଙ୍କ ପାଇଁ ଖୁସି ଖବର: ସରକାରୀ ଡାକ୍ତରଖାନାରେ ଆରମ୍ଭ ହେଲା ପ୍ରଥମ ଟ୍ରାନ୍ସଜେଣ୍ଡର ଓପିଡି

ନୂଆଦିଲ୍ଲୀ: କିନ୍ନରଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପ୍ରଶାସନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଓପିଡି। ଦୀର୍ଘ ସମୟ ଧରି ତୃତୀୟଲିଙ୍ଗି ସମ୍ପ୍ରଦାୟର ଲୋକମାନେ ସରକାରୀ…

ବିଲେଇର ମୂଲ୍ୟ ୮୦୦ କୋଟି, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ବେଳେ ବେଳେ ଦୁନିଆରେ ବହୁତ ଅଜବ ଘଟଣା ମାନ ଦେଖିବାକୁ ମିଳିଥାଏ । ସେଥିଭିତରୁ କିଛି ବିଶ୍ଵାସ ହୁଏ ତ ଆଉ କିଛି ବହୁତ ଆଶ୍ଵର୍ଯ୍ୟ କରିଦିଏ । ଆପଣମାନେ ତ ଟେଲର ସ୍ବିଫ୍ଟଙ୍କ ବିଷୟରେ ଜାଣନ୍ତି କି । ଟେଲର ସ୍ବିଫ୍ଟ ହେଉଛନ୍ତି ଦୁନିଆର ସବୁଠାରୁ ଲୋକପ୍ରିୟ ପପ୍ ତାରକା । ତାଙ୍କ…