Latest Odisha News

BREAKING NEWS

ସକ୍ରିୟ ଲଘୁଚାପ କ୍ଷେତ୍ର: ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ !

ଭୁବନେଶ୍ୱର : ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହାର ପ୍ରଭାବରେ ଆଉ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ ନେଇ ଆକଳନ କରିଛି ଆଇଏମଡି  । ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି  । ଆଜି ସକାଳ ୮ଟା ୩୦…

ଆଜି ପବିତ୍ର ଜନ୍ମାଷ୍ଟମୀ, ଜାଣନ୍ତୁ ଏହି ପର୍ବର ରୀତିନୀତି

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ…

ପାକିସ୍ତାନରେ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ବୈଠକ ରଖିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୈତିକ ଦୁର୍ବଳତା ଜାରି ରହିଥିବା ବେଳେ ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ଦେଶର ଆବଶ୍ୟକତା ଅନୁଯାୟୀ ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ ସବୁକିଛି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚାରି ଘଣ୍ଟିଆ ମାରାଥନ…

ବିଗ୍ ବି ଅମିତାଭ୍ ବଚନଙ୍କ ଟ୍ବିଟ୍ ହେଲା ଭାଇରାଲ: ଇଣ୍ଡିଆ ହେବକି ଭାରତ ?!

ନୂଆଦିଲ୍ଲୀ: ଦେଶର ଇଂରାଜୀ ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। କାରଣ ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ପାଇଁ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ଏବେ ଜୋରଦାର ଆଲୋଚନା…

ଏସିଆ କପରେ ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ମହାସଂଗ୍ରାମରେ ଅଂଶଗ୍ରହଣ କରିଥିବା ସବୁ ଦଳ ନିଜ ନିଜର ଉତ୍ତମ ପ୍ରଦର୍ଶନ କରିବା ପାଇଁ ଲକ୍ଷ ରଖିଛନ୍ତି। କିନ୍ତୁ ସେଥି ମଧ୍ୟରୁ ୨ଟି ଦଳ ଉପରେ ସମସ୍ତଙ୍କର ବିଶେଷ ନଜର ରହିଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ବିଗତ ମ୍ୟାଚ୍ ଗୁଡ଼ିକରେ ବର୍ଷା ଏକ ବିରାଟ…

ଜି-୨୦ ପାଇଁ ଦିଲ୍ଲୀର ଏନଡିଏମସି ଅଞ୍ଚଳର ଅଳ୍ପ ସ୍ଥାନ କଟକଣାରେ ରହିବ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜି ୨୦ ସମ୍ମିଳନୀରେ କେବଳ ନୂଆଦିଲ୍ଲୀ ମ୍ୟୁନିସିପାଲଟି କାଉନସିଲ (ଏନଡିଏମସି) ଅଞ୍ଚଳର ଏକ ଛୋଟ ଅଂଶ ଉପରେ କଟକଣା ରହିବ। ଦିଲ୍ଲୀର ବାକି ଅଞ୍ଚଳ ଖୋଲା ରହିବ। ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବା ସହ…

ଅମର୍ଦ୍ଦା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ ପାଇଁ କେନ୍ଦ୍ର ମଞ୍ଜୁର କଲା ଅର୍ଥ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ରୋଡ୍ ସ୍ଥିତ ରାସଗୋବିନ୍ଦପୁର ଠାରେ ଥିବା ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାରେ ବିମାନ ଚଳାଚଳ ପାଇଁ ଉନ୍ନତୀ କରିବାକୁ ଚିହ୍ନଟ କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବେ ଏହି ଏୟାରଷ୍ଟ୍ରିପର ବିକାଶ ପାଇଁ ୪୫ କୋଟି ଟଙ୍କା ମଞ୍ଜୁର…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୫୭୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ପାଇଁ ଗୋଟିଏ ଦିନରେ ୫୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ 'ନିଯୁକ୍ତି ପର୍ବ'ରେ ଏହି ନିଯୁକ୍ତି ଦିଆଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ସାଇବର ଠକେଇର ଶିକାର ହୋଇଛନ୍ତି? କଲ୍ କରନ୍ତୁ ଓଡିଶା ପୋଲିସର ହେଲ୍ପଲାଇନ୍ ନମ୍ବର 1930

ଭୁବନେଶ୍ୱର: ଓଡ଼ିଶା ସରକାର ଠକେଇର ଶିକାର ହୋଇଥିବା ଲୋକଙ୍କ ପାଇଁ ୨୪ ଘଣ୍ଟିଆ ସାଇବର ହେଲ୍ପ ଲାଇନ୍ ଆରମ୍ଭ କରିଛନ୍ତି। ୧୯୩୦ ନମ୍ବର ବିଶିଷ୍ଟ ଏହି ହେଲ୍ପଲାଇନ୍ ଓଡ଼ିଶା ପୁଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି। ଏହି ହେଲ୍ପ ଲାଇନରେ ତାଲିମପ୍ରାପ୍ତ ପୁଲିସ କର୍ମଚାରୀ…

ଜି-୨୦ ଶିଖର ସମ୍ମିଳନୀରେ ଆରବିଆଇ ପକ୍ଷରୁ ଖୋଲାଯିବ ସ୍ୱତନ୍ତ୍ର ପାଭିଲିୟନ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରଦର୍ଶନୀ ପାଭିଲିୟନ ଖୋଲାଯିବ। ଏଥିରେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଏବଂ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଆରବିଆଇର ବିଭିନ୍ନ ସଫଳତାକୁ ପ୍ରଦର୍ଶିତ କରାଯିବ। ଆରବିଆଇ ପାଭିଲିୟନରେ ସମସ୍ୟାମୁକ୍ତ ଋଣ…