Latest Odisha News

BREAKING NEWS

ଅଦ୍ଭୁତ, ଅବିଶ୍ୱସନୀୟ, ଅଲୌକିକ, ବୃନ୍ଦାବନର ନିଧି ବନ: ଯେଉଁଠି ଆଜି ବି ଆସନ୍ତି ଭଗବାନ କୃଷ୍ଣ

ଉତ୍ତରପ୍ରଦେଶ: ଭାରତରେ ଏମିତି ଅନେକ ସ୍ଥାନ ଅଛି,  ଯାହାକୁ ନେଇ ଅନେକ ରହସ୍ୟମୟ ଓ ଅଲୌକିକ କାହାଣୀ ରହିଛି।  ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ…

ଭାରତର ସବୁଠୁ ଶସ୍ତା ବଜାର: କେଉଁଠାରେ ରହିଛି ଏସବୁ ମାର୍କେଟ୍…

ଦିଲ୍ଲୀ: ଯେତେବେଳେ ସପିଂର ଚିନ୍ତା ଆମ ମନକୁ ଆସେ, ମହିଳାମାନେ ପ୍ରଥମେ ଏପରି ବଜାର ବିଷୟରେ ଚିନ୍ତା କରନ୍ତି , ଯେଉଁଠାରେ ଶସ୍ତାରେ ଜିନିଷ ମିଳେ । ଆପଣ ଜାଣନ୍ତି କି , ପ୍ରତ୍ୟେକ ସହରରେ ଏପରି ବଜାର ଅଛି, ଯାହାକୁ ଭାରତର ଶସ୍ତା ବଜାର କୁହାଯାଏ  ।  ଆପଣମାନେ  ଏହି ବଜାରରେ ସବୁକିଛି ପାଇବେ…

ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଛି ମଥୁରା ନଗରୀ, ଅଧ ରାତ୍ରୀରେ ଜନ୍ମ ନେବେ ପ୍ରଭୂ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଦ୍ଵାରିକାନଗରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ପ୍ରଭୂ…

ସୁନ୍ଦରଗଡରେ ଦନ୍ତା ଦୌରାତ୍ମ୍ୟ : ଫସଲ ନଷ୍ଟ ସହ ଭାଙ୍ଗୁଛନ୍ତି ଘରଦ୍ବାର, ଚିନ୍ତାରେ ବନ ବିଭାଗ

ସୁନ୍ଦରଗଡ଼:  ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପାହାଡରେ ହାତୀ ପଲଙ୍କ ଉପଦ୍ରବ  । ପାହାଡରେ କିଛି ଦିନ ରହିବା ପରେ ଏହି ହାତୀ ପଲ  ଏବେ ଧିରେ ଧିରେ ଗାଁ ମୁହାଁ ହେଉଛନ୍ତି  । ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ  ୪ ଟିକିଆ ହାତୀ ପଲ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର,…

ନଦୀ ପଠାରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ: ହତ୍ୟା ସନ୍ଦେହ, ଛାନଭିନ କରୁଛି ଭଟଲି ପୋଲିସ

ବରଗଡ଼ : ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଭଡ଼ିଗାଁ ଜୀରା ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି  ।   ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ  । ବ୍ରିଜ ଉପରୁ ଏକ ଧାରୁଆ ଅସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଛି  ।  …

ସିସି ଟିଭିରେ ବ୍ଲାକ ଜ୍ୟାକେଟ ପିନ୍ଧା ଛିନତାଇ ଗ୍ୟାଙ୍ଗ : ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର : ସାମ୍ନାକୁ ଆସିଲା ସୁନା ଚେନ ଲୁଟ ବେଳର ସିସି ଟିଭି ଭିଡିଓ । କଳା ଜ୍ୟାକେଟ ପିନ୍ଧି ସ୍ପିଡି ବାଇକରେ ଆସି ସୁନା ଚେନ ଲୁଟି ନେଉଛନ୍ତି  । ଏମାନେ ମୁଖ୍ୟତଃ ମହିଳା ମାନଙ୍କୁ ଟାର୍ଗେଟ କରି ଏଭଳି ଲୁଟପାଟ୍ କରୁଛନ୍ତି  । ନମ୍ବର ପ୍ଲେଟ ଟାମ୍ପରିଙ୍ଗ କରି ମୁହଁ ଘୋଡାଇ ସ୍ପିଡ…

ରକ୍ତହୀନତା ସାଙ୍ଗକୁ କୋଷ୍ଠକାଠିନ୍ୟ ଦୂର କରିଥାଏ ପୋଟଳ ! ଜାଣନ୍ତୁ ସ୍ୱାସ୍ଥ୍ୟ ପ୍ରତି କେତେ ଫଳପ୍ରଦ ..

ଦିଲ୍ଲୀ : ପୋଟଳ ଏକ ଭଲ ପରିବା, ଯାହାକି ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭପ୍ରଦ। ପୋଟଳରେ ଭିଟାମିନ୍ ଏ,ବି ଓ୍ଵାନ୍,ବି ଟୁ ଏବଂ ଭିଟାମିନ୍ ସି ଆଦି ବହୁଳ ମାତ୍ରାରେ ରହିଛି  । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ରୋଗ ଦାଉରୁ ଲଢିବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଥିରେ ଆଣ୍ଟି…

ଆନନ୍ଦପୁର କୁମଡ ଗାଁରେ ଛାତିଥରା ଦୃଶ୍ୟ: କୁକୁରକୁ ଗିଳି ଦେଲା ବିରାଟ ଅଜଗର

ଆନନ୍ଦପୁର: ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଭାଲୁହୁଡି ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲରେ ଅଜଗର ସାପ ଏକ କୁକୁରକୁ ଗିଳି ଦେଇଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ଅଜଗରଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା…

କବିତା : ହେ କୃଷ୍ଣ

ନିରୁପମା ପତି ଶ୍ରୀକୃଷ୍ଣ ମାଧବ ଗୋବିନ୍ଦ କେଶବ ମଦନମୋହନ ବ୍ରଜ ଗୋସାଇଁ, ଧର୍ମ ସଂସ୍ଥାପକ ସତ୍ୟ ପ୍ରବର୍ତ୍ତକ ବ୍ୟାପ୍ତ ଚରାଚର ଜଗତ ସାଇଁ। ଭାଦ୍ରଅଷ୍ଟମୀରେ ଶୁଭ କୃଷ୍ଣ ପକ୍ଷେ ରୋହିଣୀ ନକ୍ଷତ୍ରେ ଜନମ ନେଲ, କଂସ କାରାଗାରେ ଅଷ୍ଟମ ଗର୍ଭରେ ଦେବକୀ ମାତାଙ୍କ କୋଳ ମଣ୍ଡିଲ।…

ପବିତ୍ର ଜନ୍ମାଷ୍ଟମୀ: ସବୁଠି କୃଷ୍ଣମୟ ପରିବେଶ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଭୁବନେଶ୍ବର: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଏ ନେଇ ଗାଁଠୁ ସହର ସବୁଠି କୃଷ୍ଣମୟ ପରିବେଶ  । ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଏହି ପର୍ବକୁ ବେଶ ଆନନ୍ଦ ଉତ୍ସାହର ସହ ପାଳନ…