ବାପାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳିଲା ପୁଅ: ବୃକ୍ଷରୋପଣ କରି ଦେଲା ପରିବେଶ ସୁରକ୍ଷାର ବାର୍ତ୍ତା
ସୋରଡ଼ା: ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବୃକ୍ଷରୋପଣ କରି ନିଆରା ଢଙ୍ଗରେ ପାଳିଲା ପୁଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅଧୀନ ଅମୃତୁଲୁ ପଞ୍ଚାୟତରେ । ପୂର୍ବତନ ସରପଞ୍ଚ ତଥା ସମାଜସେବୀ କାଶୀନାଥ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀକୁ…