Latest Odisha News

BREAKING NEWS

NEET UG 2026: ୧୮ ସ୍ଥାନରେ ବାୟୁସେନା ପହଞ୍ଚାଇବ ପ୍ରଶ୍ନପତ୍ର, ଲକଡାଉନରେ ପରୀକ୍ଷା ସହିତ ଜଡିତ କର୍ମଚାରୀ…ଏହି ଦିନ…

ନୂଆଦିଲ୍ଲୀ: ଏଥର ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG 2026 ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଆସନ୍ତା ଜୁନ୍ ୨୧ରେ ହେବାକୁ ଥିବା ପୁନଃପରୀକ୍ଷାକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଲିକ୍-ପ୍ରୁଫ୍ ଏବଂ ସ୍ୱଚ୍ଛ କରିବା ପାଇଁ ସରକାର…

ଦେବେଗୌଡ଼ାଙ୍କୁ ରାଜ୍ୟସଭା ଟିକେଟ୍ ଦେବାକୁ ମନା କଲା ବିଜେପି

ଭୁବନେଶ୍ବର: ଜନତା ଦଳ (ସେକ୍ୟୁଲାର) ର ଜାତୀୟ ସଭାପତି ଦେବେଗୌଡ଼ାଙ୍କୁ ବିଜେପି ପୁଣିଥରେ ରାଜ୍ୟସଭାକୁ ଯିବା ପାଇଁ ସୁଯୋଗ ଦେଇନାହିଁ। ଏଥର ହୁବ୍ବଳୀର ପଛୁଆ ବର୍ଗର ନେତା ପ୍ରଫେସର ଏମ୍. ନାଗରାଜାଙ୍କୁ ବିଜେପି ଟିକେଟ୍‌ରେ ନିର୍ବାଚନ ମଇଦାନକୁ ଓହ୍ଲାଇଛି, ଫଳରେ ଦେବେଗୌଡ଼ାଙ୍କ ୬ ଦଶନ୍ଧି ଧରି…

ଜୁଲାଇ ୧ରୁ ମହଙ୍ଗା ହେବ BMW ଓ MINI କାର୍‌

ନୂଆଦିଲ୍ଲୀ: ୱଯଦି ଆପଣ ଏକ ଲଗ୍‌ଜୁରୀ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। ଆସନ୍ତା ଜୁଲାଇ ୧ ତାରିଖରୁ ଭାରତୀୟ ବଜାରରେ ମହଙ୍ଗା ହେବାକୁ ଯାଉଛି ଜର୍ମାନୀର ପ୍ରସିଦ୍ଧ ଅଟୋମୋବାଇଲ୍ ବ୍ରାଣ୍ଡ୍ BMW ଏବଂ MINI। BMW ଗ୍ରୁପ୍ ଇଣ୍ଡିଆ ପକ୍ଷରୁ…

ମିସାଇଲ ଆଟାକରେ ଜଳୁଥିଲା ଜାହାଜ, ଅଳ୍ପକେ ଜୀବନ ପାଇଲେ ୨୪ ଭାରତୀୟ…

ନୂଆଦିଲ୍ଲୀ: ଗତକାଲି ଏକ ବିଦେଶୀ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଯାହା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଓମାନି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମୟୋଚିତ ସମନ୍ୱୟ ଯୋଗୁଁ ଅତି କମରେ ୨୪ ଜଣ ଭାରତୀୟ ନାବିକଙ୍କୁ ଉଦ୍ଧାର କରାଯାଇଛି। କ୍ଷେପଣାସ୍ତ୍ର…

BrahMos deal: ସବୁଠୁ ବଡ ମୁସଲିମ୍ ଦେଶ କିଣୁଛି “ବ୍ରହ୍ମୋସ୍”, ପାକିସ୍ତାନର ବଢିଲା ଚିନ୍ତା!

ନୂଆଦିଲ୍ଲୀ: ଭାରତ ପାଇଁ ବଡ ସୁବର୍ଣ୍ଣ ସୁଯୋଗ ବଢିଲା ପାକିସ୍ତାନର ଚିନ୍ତା! ଭାରତୀୟ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରକୁ ମିଳିପାରେ ଆଉ ଏକ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଇଣ୍ଡୋନେସିଆ ଗସ୍ତ ସମୟରେ ୨,୫୦୦ କୋଟି ଟଙ୍କା (ପ୍ରାୟ ୩୦୦ ମିଲିୟନ ଡଲାର) ମୂଲ୍ୟର…

ରାଜଧାନୀରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରୁ ଚାଲାଣ ବେଳେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାଯାଇଛି । ଷ୍ଟେ ହୋମ୍ ରେ ଉଦ୍ଧାର ଯୁବତୀ ମାନଙ୍କୁ ରଖାଯାଇଥିବା ସୂଚନା ରହିଛି । ଖବର ଅନୁଯାୟୀ, କିଛି ଏନଜିଓ…

ଖାନ୍ ସାରଙ୍କୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ଲାଗିଲା ରୋକ୍

ପାଟନା: ବିହାରର ପ୍ରସିଦ୍ଧ କୋଚିଂ ଶିକ୍ଷକ ଫୈଜଲ ଖାନ ଙ୍କୁ ପାଟନା ସିଭିଲ୍ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଯିଏକି ଖାନ୍ ସାର ଭାବେ ଖୁବ୍ ପରିଚିତ। ମଙ୍ଗଳବାର ଦିନ ପାଟନା ସିଭିଲ୍ କୋର୍ଟ ଖାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି…

ଭାରତର ମାଟି ତଳେ ବହୁଛି ଏହି ନଦୀ…!

ନୂଆଦିଲ୍ଲୀ: ପାହାଡ଼ ସନ୍ଧିରୁ ବାହାରି ଦେଶ ସାରା ପ୍ରବାହିତ ହେଉଥିବା ନଦୀ ବିଷୟରେ ଆପଣ ନିଶ୍ଚୟ ଜାଣିଛନ୍ତି। କିନ୍ତୁ ଆପଣ କେବେ ଏମିତି ଏକ ନଦୀ ବିଷୟରେ ଶୁଣିଛନ୍ତି କି, ଯାହା ଶତାବ୍ଦୀ ଧରି ମାଟି ତଳେ ବହୁଛି? ଆଶ୍ଚର୍ଯ୍ୟର କଥା ହେଲା, ଏହି ନଦୀର ଚିହ୍ନ ଆଜି ମଧ୍ୟ ଭାରତର ବିଭିନ୍ନ…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ; ୩ ଯନ୍ତ୍ରୀ ନିଲମ୍ବିତ

ବରଗଡ଼: କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଓଡ଼ିଶା ସରକାର ତିନି ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପରେ ନିଲମ୍ବନ କରିଛନ୍ତି। ବରଗଡ଼ ଟାଉନରେ ଏକ ପ୍ରମୁଖ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗ ପରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…