Latest Odisha News

BREAKING NEWS

ପଣସ ମଞ୍ଜିର ଚମତ୍କାରିତା

ଭୁବନେଶ୍ବର: ଦିନ ଥିଲା, ପଣସ ପାଚିବା ପରେ ଲୋକେ କେବଳ କୋଷାତକ ଖାଇ ମଞ୍ଜିଗୁଡ଼ିକୁ ଅଦରକାରୀ ଭାବି ଫିଙ୍ଗି ଦେଉଥିଲେ କିମ୍ବା ବାଡ଼ି ବଗିଚାରେ ଏହା ସେମିତି ପଡ଼ି ରହି ନଷ୍ଟ ହେଉଥିଲା। କିନ୍ତୁ ସମୟ ବଦଳିଛି। ‘ପଣସ’ର ପୁଷ୍ଟିକର ଗୁଣ ବିଷୟରେ ଏବେ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। କଞ୍ଚା…

Menstrual stigma hit Odisha girls’ education: ପ୍ରାଇଭେସି, ଶୌଚାଳୟ, ସାମାଜିକ ବାସନ୍ଦ…ଋତୁସ୍ରାବ ବେଳେ ସ୍କୁଲ…

ଭୁବନେଶ୍ବର: ଓଡିଶାର ଛାତ୍ରୀଙ୍କ ପାଇଁ ପାଠ ପଢାରେ ବାଧକ ସାଜୁଛି ମାସିକ ଋତୁସ୍ରାବ । ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ମାସିକ ଚକ୍ରର ୧ମରୁ ୮ମ ଦିନ ପର୍ଯ୍ୟନ୍ତ ଶ୍ରେଣୀରୁ ଅନୁପସ୍ଥିତ ରହୁଛନ୍ତି ଛାତ୍ରୀ । କିଛି ଏପରି ସାଂଘାତିକ ଖୁଲାସା କରିଛି ସର୍ଭେ । ଯାହା ଏବେ…

‘କକ୍ରୋଚ୍’ ପରେ ଆଉ ଏକ ନୂଆ ଦଳ, ଇଶ୍କ କାରୋ ପାର୍ଟି…

ନୂଆଦିଲ୍ଲୀ: "କକ୍ରୋଚ୍ ଜନତା ପାର୍ଟି" ସୋସିଆଲ ମିଡିଆ ଅଭିଯାନ ବିଷୟରେ ବ୍ୟାପକ ଆଲୋଚନା ମଧ୍ୟରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି "ଇଶ୍କ କାରୋ ପାର୍ଟି" ନାମକ ଏକ ଡିଜିଟାଲ୍ ପ୍ରୟାସ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ମାର୍କଣ୍ଡେୟ କାଟଜୁ…

Minibus-Truck collision in Dubai:ଦୁବାଇରେ ଭୟଙ୍କର ସଡ଼କ ଦୁର୍ଘଟଣା;ଅନେକ ଭାରତୀୟଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଦୁବାଇରେ ଏକ ମିନିବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ନଅ ଜଣ ଆହତ ହୋଇଛନ୍ତି। ବସ୍ ରେ ଅନେକ ଭାରତୀୟ ଶ୍ରମିକ ଥିବା ଜଣାପଡ଼ିଛି। ଆହତମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଦୁବାଇ ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଯାନ୍ତ୍ରିକ…

ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ; ବୌଦ୍ଧ ମଠ ପରିଦର୍ଶନ କଲେ

ଗଜପତି: ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ମହେନ୍ଦ୍ରଗିରିରେ ଚାଲିଥିବା ମହେନ୍ଦ୍ରଗିରି ମେଳାର ମହାଯଜ୍ଞରେ ଆଜି ଯୋଗ ଦେଇଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି । ଐତିହାସିକ କୁନ୍ତୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ମହେନ୍ଦ୍ରଗିରିକୁ ଓଡ଼ିଶାର ସ୍ଥାୟୀ ଆଧ୍ୟାତ୍ମିକ…

Gouranga Sethi Murder Case:ବହୁ ଚର୍ଚ୍ଚିତ ଆଳି ଅପହରଣ ଓ ହତ୍ୟା ମାମଲାରେ ୮ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା:ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗାଁର ଗୌରାଙ୍ଗ ସେଠୀଙ୍କ ଅପହରଣ ଓ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୮କୁ ବଢିଲା । ଗତ ଜୁନ ୩ ତାରିଖରେ ପ୍ରତାପ ମହାକୁଡ଼ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସୋମବାର ଅନ୍ୟ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ…

ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗର ଚଢଉ; ୨ ବେଆଇନ ଦେଶୀ ବନ୍ଧୁକ ଜବତ, ୭ ଜଣ ଅଟକ

ସମ୍ବଲପୁର: ବନ୍ୟଜନ୍ତୁ ଶିକାର କରିଥିବା ଅଭିଯୋଗରେ ବନ ବିଭାଗର ଚଢ଼ାଉ । ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡ଼ରମା ଫରେଷ୍ଟ ରେଞ୍ଜ ଉଡସିଂଘ ଗାଁର ୭ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବିଭାଗ । ସେମାନଙ୍କ ଠାରୁ ୨ଟି ବେଆଇନ ଦେଶୀ ବନ୍ଧୁକ ଜବତ କରିଥିବାବେଳେ, ବିସ୍ପୋରକ ସାମଗ୍ରୀ…

ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କଲେ ଅନୀମେଶ କୁଜୁର

ଭୁବନେଶ୍ୱର: ଓଡିଶାର ଷ୍ଟାର ସ୍ପ୍ରିଂଟର ଅନୀମେଶ କୁଜୁର ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ୨୩ ବର୍ଷୀୟ ଏହି ଆଥଲେଟ ଗତ ମାସରେ ରାଂଚୀରେ ଅନୁଷ୍ଠିତ ଫେଡେରେଶନ କପରେ ୧୦୦ ମିଟର ପାଇଁ…

ଆନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ; ନଗଦ ୨୮.୩୯ ଲକ୍ଷ ଟଙ୍କା ସହ ସୁନା, ରୂପା ଅଳଙ୍କାର ଜବତ, ୨ ଗିରଫ

ରାଉରକେଲା: ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ଚାଲିଥିବା ଓଡ଼ିଶା ପୋଲିସର ନିରନ୍ତର ଅଭିଯାନକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ରାଉରକେଲା ପୋଲିସ ସେକ୍ଟର-୧୫ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଥିବା ଲୁଆକେରା ଗ୍ରାମରେ ଚଢ଼ାଉ କରି ଏକ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ…

Elephant death: ଜଙ୍ଗଲରୁ ମିଳିଲା ହାତୀ ଛୁଆ କଙ୍କାଳ;ମୃତ୍ୟୁର କାରଣ ଅସ୍ପଷ୍ଟ

ଗଞ୍ଜାମ:ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ ବନ ବିଭାଗ ଉଦ୍ଧାର କରିଛି । ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଜଙ୍ଗଲ ଭିତରୁ ହାତୀ ଛୁଆର କଙ୍କାଳ ମିଳିଛି । ତେବେ କେଉଁ କାରଣରୁ  ହାତୀର ମୃତ୍ୟୁ ହୋଇଛି ସଠିକ ଭାବେ ଜଣାପଡ଼ିନାହିଁ। ପ୍ରାୟ…